Get Updates
Get notified of breaking news, exclusive insights, and must-see stories!

ସୁଧୁରୁ ନାହିଁ ଡ୍ରାଗନ୍ ସେନା : ଅରୁଣାଚଳ ପ୍ରଦେଶରେ ଭାରତ ଚୀନ୍ ସେନା ମୁହାଁମୁହିଁ

ଭାରତ ଏବଂ ଚୀନ୍ ସୈନିକ ମୁହାଁମୁହିଁ ହୋଇଛନ୍ତି । LAC ନିକଟରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ବିବାଦର ପରିସ୍ଥିତି ଦେଖାଦେଇଥିଲା ।

ନୂଆଦିଲ୍ଲୀ : ଏକ ବଡ ଖବର ଅରୁଣାଚଳ ପ୍ରଦେଶରୁ ଆସିଛି । ଭାରତ ଏବଂ ଚୀନ୍ ସୈନିକ ମୁହାଁମୁହିଁ ହୋଇଛନ୍ତି । LAC ନିକଟରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ବିବାଦର ପରିସ୍ଥିତି ଦେଖାଦେଇଥିଲା । ଯଦିଓ ପ୍ରତିରକ୍ଷା ସୂତ୍ରରୁ ଦାବି କରାଯାଉଛି ଯେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଅନେକ ଘଣ୍ଟା ଧରି ଚାଲିଥିଲା ଏବଂ ପରେ ଏହି ସମସ୍ୟାର ସମାଧାନ ହୋଇଛି ।

india china

ANI ଅନୁଯାୟୀ, ଏହି ଘଟଣା ଗତ ସପ୍ତାହରେ ଘଟିଥିଲା ଯେଉଁଥିରେ କୌଣସି ପ୍ରକାରର କ୍ଷତି ହୋଇନଥିଲା । କୁହାଯାଉଛି ଯେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ପ୍ରାୟ 200 ଚୀନ୍ ସୈନିକ LAC ପାର ହୋଇ ଭାରତ ଅଞ୍ଚଳରେ ପ୍ରବେଶ କରିଥିଲେ, ଯାହାକୁ ଭାରତୀୟ ସୈନିକମାନେ ଅଟକାଇ ଥିଲେ, ପରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା କିନ୍ତୁ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ।

ଏଥି ସହିତ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ମୁଖ୍ୟାଳୟରେ ପାକିସ୍ତାନୀ ସେନା ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ଏକ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି । ପ୍ରକାଶ ଯେ, ଚୀନର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଏବଂ ସାଉଥ ଥିଏଟର କମାଣ୍ଡ ର ମୁଖ୍ୟାଳୟରେ PAK ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+