ଜାମ୍ମୁ ଓ କାଶ୍ମୀର ଟୋଲ୍ ପ୍ଲାଜା ନିକଟରେ ଏନକାଉଣ୍ଟର : 4 ଆତଙ୍କୀ ନିହତ
ଜାମ୍ମୁ ଓ କାଶ୍ମୀରର ଟୋଲ୍ ପ୍ଲାଜା ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବନିମୟ ହୋଇଛି | ଏଥିରେ ସୁରକ୍ଷା ବାହିନୀର ଗୁଳିରେ 4ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି |
ଶ୍ରୀମଗର : ଜାମ୍ମୁ ଓ କାଶ୍ମୀରର ଟୋଲ୍ ପ୍ଲାଜା ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବନିମୟ ହୋଇଛି | ଏଥିରେ ସୁରକ୍ଷା ବାହିନୀର ଗୁଳିରେ 4ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ରବିବାର ଭୋର୍ 5ଟା ବେଳେ ଏହି ଗୁଳିବିନିମୟ ହୋଇଛି |

#WATCH Jammu and Kashmir: An encounter is underway near Ban toll plaza in Nagrota, Jammu. Security tightened, Jammu-Srinagar National Highway closed. More details awaited.
(Visuals deferred by unspecified time) pic.twitter.com/PYI1KI0ykH
— ANI (@ANI) November 19, 2020
ଏନକାଉଣ୍ଟର ପରେ ସେହି ରୁଟର ସମସ୍ତ ଗାଡ଼ିକୁ ଯାଞ୍ଚ କରାଯିବା ସହ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି |












Click it and Unblock the Notifications