Get Updates
Get notified of breaking news, exclusive insights, and must-see stories!

ସିଦ୍ଧୁ ମୁସେୱାଲାଙ୍କ ପରେ ସୁଟରଙ୍କ ଟାର୍ଗେଟରେ ଥିଲେ ଏହି ପଞ୍ଜାବୀ ଗାୟକ, ଗିରଫ କଲା ଦିଲ୍ଲୀ ପୋଲିସ୍

ସିଦ୍ଧୁ ମୁସେୱାଲାଙ୍କ ପରେ ଆଉ ଜଣେ ପଞ୍ଜାବୀ ଗାୟକଙ୍କୁ ଟାର୍ଗେଟ୍ କରିଥିଲେ ଗ୍ୟାଙ୍ଗଷ୍ଟାର । ନିକଟରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖାଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପର ଦୁଇଜଣ ଚେଲାଙ୍କୁ ଗିରଫ କରିଛି । ପୋଲିସ ଗିରଫ କରିଥିବା ବ୍ୟକ୍ତି ଦୁଇ ଜଣ ପ୍ରକାଶ କରିଛନ୍ତି ଯେ ପଞ୍ଜାବୀ ଗାୟକ ଏଲି ମଙ୍ଗତ ସେମାନଙ୍କ ଟାର୍ଗେଟ୍ ରେ ଥିଲେ ।

Sidhu Moose wala

ଦିଲ୍ଲୀ ପୋଲିସ ଗିରଫ କରିଥିବା ଏହି ସାର୍ପ ସୁଟର ହେଉଛନ୍ତି ରାଜପ୍ରୀତ ସିଂହ ଓରଫ୍ ରାଜା ଏବଂ ବିରେନ୍ଦ୍ର ସିଂହ ଓରଫ୍ ବିମ୍ମି । ମୟୂର ବିହାର ସମ୍ମୁଖରେ ଅକ୍ଷରଧାମ ମନ୍ଦିର ରାସ୍ତାରୁ ଉଭୟଙ୍କୁ ଗିରଫ କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ପୋଲିସ୍ ଏହି ସାର୍ପ ସୁଟରଙ୍କୁ ଗିରଫ କରିବାକୁ ଯାଇଥିଲା, ସେତେବେଳେ ସେମାନେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ସହ ପାଞ୍ଚ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+