ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.0

ଦେହରାଦୁନ୍ : ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ 3.0 ରେ ରେକର୍ଡ କରାଯାଇଛି ।

earthquake

ଏନସିଏସ୍ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ଦିନ ସକାଳ 5.40 ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏହି କମ୍ପନ ଉତ୍ତରକାଶୀରେ 5 କିଲୋମିଟର ଗଭୀରତାରେ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଏହାପୂର୍ବରୁ ଅପ୍ରେଲ 1 ରେ ମଧ୍ୟ ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ ଅନୁଭୂତ ହୋଇଥିଲା । ପୋର୍ଟ ବ୍ଲେୟାରଠାରୁ 140 କିଲୋମିଟର ଦୂରରେ କମ୍ପନ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.0 ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+