ଭୂକମ୍ପରେ ଥରିଲା ଇନ୍ଦୋର, ରିକ୍ଟର ସ୍କେଲରେ 3 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ରେକର୍ଡ

ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ୱଳ୍ପ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ରବିବାର ଅପରାହ୍ନ 12:54 ରେ ଭୂ କମ୍ପ ଅନୁଭୂତ ହୋଇଛି । ଏହା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ ।

earthquake

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ୱଳ୍ପ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ରବିବାର ଅପରାହ୍ନ 12:54 ରେ ଭୂ କମ୍ପ ଅନୁଭୂତ ହୋଇଛି । ଏହା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.0 ରେକର୍ଡ କରାଯାଇଛି । ଇନ୍ଦୋରଠାରୁ 150 କିଲୋମିଟର ଦୂରରେ ଥିବା ଧର ଜିଲ୍ଲାରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି । କମ୍ ତୀବ୍ରତା ହେତୁ କୌଣସି ଧନଜୀବନ ନଷ୍ଟ ହୋଇନଥିବା ମଧ୍ୟ ଜଣାପଡ଼ିଛି ।

ଭୂକମ୍ପ ର କେନ୍ଦ୍ର ଗୁଜୁରାଟ ଏବଂ ମହାରାଷ୍ଟ୍ର ସୀମାରେ ଥିବା ଧର ଜିଲ୍ଲାରେ ଥିଲା । ସେଥିପାଇଁ ଏହାର ତିନୋଟି ରାଜ୍ୟରେ ଏହାର ବ୍ୟାସାର୍ଦ୍ଧ ଅଛି । ଭୂମିରେ ଟେକ୍ଟୋନିକ୍ ପ୍ଲେଟଗୁଡିକର ଗତି ହେତୁ ଏହି ଭୁ କମ୍ପ ହୋଇଥିବା କୁହାଯାଉଛି । ଏହାର ପ୍ରଭାବ ବାରୱାନି, ଖାରଗୋନ ଏବଂ ଆଲିରାଜପୁର ଜିଲ୍ଲା ସମେତ ଇନ୍ଦୋର, ଧାରରେ ମଧ୍ୟ ଅନୁଭୂତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+