Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଇସ୍ତଫା

ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଛନ୍ତି ।

ନୂଆଦିଲ୍ଲୀ : ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଛନ୍ତି । କୁହାଯାଉଛି ଯେ ସେ ତାଙ୍କ ଇସ୍ତଫା ପାଇଁ କିଛି ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।

 Anil Baijal

ଆପଣଙ୍କୁ କହି ରଖୁଛୁ ଅନିଲ ବୈଜଲଙ୍କୁ 31 ଡିସେମ୍ବର 2016 ରେ ଦିଲ୍ଲୀର ଉପରାଜ୍ୟପାଳ କରାଯାଇଥିଲା । ତାଙ୍କୁ ନଜୀବ ଜଙ୍ଗଙ୍କ ସ୍ଥାନରେ ଏହି ଦାୟିତ୍ୱ ଦିଆଯାଇଥିଲା । ନଜୀବ ଜଙ୍ଗ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଅନିଲ ବୈଜଲଙ୍କୁ ଦିଲ୍ଲୀର ଉପ ରାଜ୍ୟପାଳ କରାଯାଇଥିଲା ।
ସୂଚନାଯୋଗ୍ୟ, ଅନିଲ ବୈଜଲଙ୍କ କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର 30 ରେ ଶେଷ ହେଉଥିଲା । କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ସେବା ଅବଧିରେ ସମ୍ପ୍ରସାରଣ କରାଯାଇଥିଲା । ଦିଲ୍ଲୀ ସରକାରଙ୍କ ସହ ଅନିଲ ବୈଜଲଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଛି । ନଜୀବ ଜଙ୍ଗଙ୍କ ପରି ଦିଲ୍ଲୀ ସରକାରଙ୍କ ସହ ତାଙ୍କର ବିବାଦ ଜାରି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+