ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଡିଟିଭ୍ ଚିହ୍ନଟ

ଦେଶରେ କରୋନା ମହାମାରୀ ବିପର୍ଯ୍ୟୟ ଜାରି ରହିଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଏହି ରିପୋର୍ଟ ସକାରାତ୍ମକ ଆସିଛି ।

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ବିପର୍ଯ୍ୟୟ ଜାରି ରହିଛି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ଏହି ରିପୋର୍ଟ ସକାରାତ୍ମକ ଆସିଛି । ସୋମବାର ଅପରାହ୍ନରେ ଟ୍ୱିଟ୍ କରି ସେ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି, ସେ ହୋମ୍ ଆଇସଲେସନରେ ରହିଛନ୍ତି । ଦୁଇ ଦିନ ପୂର୍ବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ମଧ୍ୟ କରୋନା ସକାରାତ୍ମକ ଚିହ୍ନଟ ହୋଇଥିଲେ । ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି ।

Rajnath Singh

ରାଜନାଥ ସିଂହ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ "ମୁଁ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ମୋ ଠାରେ କରୋନାର ସାମାନ୍ୟ ଲକ୍ଷଣ ଅଛି, ଯେଉଁଥିପାଇଁ ମୁଁ ହୋମ୍ ଆଇସୋଲେସନରେ ରହିଛି । ମୁଁ ସେହି ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି, ସେମାନେ ନିଜକୁ କ୍ୱାରେଣ୍ଟିନରେ ରଖନ୍ତୁ । ଆହୁରି ମଧ୍ୟ, ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ଆପଣଙ୍କର ପରୀକ୍ଷା କରାଇ ନିଅନ୍ତୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+