Coronavirus Live: ଦୁଇ ହଜାର ପରେ ରହିଛି କରୋନା ଦୈନିକ ସଂକ୍ରମଣ ମାମଲା
ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ପ୍ରତିଦିନ ବହୁ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଛି । ଏଥିସହିତ କରୋନାଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି ।
କରୋନା ଭାଇରସ ମହାମାରୀ ସମ୍ପର୍କିତ ଖବରର ଲାଇଭ୍ ଅପଡେଟକୁ ସ୍ୱାଗତ । ୱାନଇଣ୍ଡିଆ ଓଡିଆରେ ପାଇବେ କୋଭିଡ 19 ତଥା କରୋନା ଟିକାକରଣ ସମ୍ପର୍କିତ ସମସ୍ତ ଅପଡେଟ୍ ।
ଦେଶରେ କରୋନା ଭାଇରସର ଦାନିକ ସଂକ୍ରମଣରେ ଗତ କିଛି ଦିନ ହେବ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଦୈନିକ ମାମଲା କମିବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାକୁ ଦୃଷ୍ଟିରେ ରଖି କଟକଣା କୋହଳ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ମାନେ କରୋନା କଟକଣାରେ କୋହଳ କରିଛନ୍ତି । ତେବେ କରୋନା ଭାଇରସ ମହାମାରୀ ସମ୍ପର୍କିତ ଖବର ଜାଣିବା ପାଇଁ ଆମ ସହ ଯୋଡି ହୋଇ ରହୁନ୍ତୁ...
କରୋନା ଭାଇରସ ମହାମାରୀ ସମ୍ପର୍କିତ ସମସ୍ତ ଅପଡେଟ୍ ଏଠାରେ
ଓମିକ୍ରନ ସମ୍ପର୍କିତ ସମସ୍ତ ଅପଡେଟ୍ ଏଠାରେ

READ MORE












Click it and Unblock the Notifications