For Quick Alerts
Turn On Notification  
For Daily Alerts
Oneindia App Download

ହ୍ରାସ ପାଉଛି କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ 3.57 ଲକ୍ଷ ନୂଆ ସଂକ୍ରମିତ, 3 ହଜାର 449 ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ର 3 ଲକ୍ଷ 57 ହଜାର 229 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 3 ହଜାର 449 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ 3 ଲକ୍ଷ 20 ହଜାର 289 ଲୋକ ସୁସ୍ଥ ହୋଇଛନ୍ତି ।

|

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର କମିବାର ନାମ ନେଉନାହିଁ । ଏହି ସମୟରେ ବର୍ତ୍ତମାନ କ୍ରମାଗତ ଦୁଇ ଦିନ ପାଇଁ ଦୈନନ୍ଦିନ ମାମଲାରେ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ର 3 ଲକ୍ଷ 57 ହଜାର 229 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 3 ହଜାର 449 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ 3 ଲକ୍ଷ 20 ହଜାର 289 ଲୋକ ସୁସ୍ଥ ହୋଇଛନ୍ତି । ଭାରତର କରୋନାରେ ଏପର୍ଯ୍ୟନ୍ତ 2 ଲକ୍ଷ 22 ହଜାର 408 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ଅପରପକ୍ଷରେ ବର୍ତ୍ତମାନ ଦେଶରେ 34 ଲକ୍ଷ 47 ହଜାର 133 ଜଣ ସକ୍ରିୟ ରୋଗୀ ଅଛନ୍ତି । ମୋଟ 1କୋଟି 66 ଲକ୍ଷ 13 ହଜାର 292 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 2 ଲକ୍ଷ 82 ହଜାର 833 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା 15 କୋଟି 71 ଲକ୍ଷ 98 ହଜାର 207 ଲୋକଙ୍କୁ ଟିକା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
More than 3.57 lakh people tested covid positive in last 24 hours in India.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X