ଛାୱଲା ଦୁଷ୍କର୍ମ ମାମଲା : ମୃତ୍ୟୁଦଣ୍ଡ ବଦଳାଇ ତିନି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମକୋର୍ଟ

ଛାୱଲା ଅଞ୍ଚଳରେ ଜଣେ 19 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ତିନିଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ନୂଆଦିଲ୍ଲୀ : ଛାୱଲା ଅଞ୍ଚଳରେ ଜଣେ 19 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ତିନିଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ତିନି ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

supreme court

ସୂଚନାଯୋଗ୍ୟ, ଯୁବତୀଙ୍କ ମୃତଦେହ କ୍ଷେତରୁ ମିଳିଥିଲା । ଯାଞ୍ଚ ସମୟରେ କାରର ଉପକରଣ ଏବଂ ମାଟି ପାତ୍ରରେ ଆକ୍ରମଣ ହେତୁ ଆହତ ହୋଇଥିବା ନେଇ କୁହାଯାଇଥିଲା । ଏହି ମାମଲାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ଫେବୃଆରୀ 2014 ରେ ତିନି ଜଣଙ୍କୁ 19 ବର୍ଷର ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ ।

ଅଗଷ୍ଟ 26, 2014 ରେ, ଦିଲ୍ଲୀ ହାଇକୋର୍ଟ ମୃତ୍ୟୁ ଦଣ୍ଡକୁ ନିଶ୍ଚିତ କରି କହିଥିଲେ ଯେ ସେମାନେ "ଶିକାରୀ" ଏବଂ ଏହି ଉଦ୍ଦେଶ୍ୟରେ ରାସ୍ତାରେ ବୁଲୁଥିଲେ । ଆପଣଙ୍କୁ କହି ରଖୁଛୁ ରବି କୁମାର, ରାହୁଲ ଏବଂ ବିନୋଦ କୁମାର ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଅପହରଣ କରି ନେଇଥିଲେ । କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଏହି ତିନିଜଣ ଯୁବତୀଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଏହା ପରେ ଶବକୁ ହରିୟାଣାର ରେୱାରୀ ଜିଲ୍ଲାର ରୋଡାଇ ଗାଁର ଏକ କ୍ଷେତରେ ଫୋପାଡ଼ି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+