Get Updates
Get notified of breaking news, exclusive insights, and must-see stories!

ସ୍କୁଲକୁ ବମ୍ ପକାଇ ଉଡ଼ାଇବାକୁ ଧମକ, ପହଞ୍ଚିଛି ଡଗ୍ ସ୍କ୍ୱାର୍ଡ

କର୍ଣ୍ଣାଟକର ସ୍କୁଲକୁ ବୋମା ପକାଇ ଉଡ଼ାଇଦେବାକୁ ମିଳିଛି ଧମକ । ଏନପିଏସ ସ୍କୁଲକୁ ମିଳିଛି ଏପରି ଧମକ । ବିଦ୍ୟାଳୟ ବାସୱେଶ୍ୱର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ରାଜାଜୀନଗରରେ ଅବସ୍ଥିତ ।

ବେଙ୍ଗାଲୁରୁ: କର୍ଣ୍ଣାଟକର ସ୍କୁଲକୁ ବୋମା ପକାଇ ଉଡ଼ାଇଦେବାକୁ ମିଳିଛି ଧମକ । ଏନପିଏସ ସ୍କୁଲକୁ ମିଳିଛି ଏପରି ଧମକ । ବିଦ୍ୟାଳୟ ବାସୱେଶ୍ୱର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ରାଜାଜୀନଗରରେ ଅବସ୍ଥିତ । ଧମକ ମିଳିବା ପରେ ତୁରନ୍ତ ଏନେଇ ପୋଲିସ ପ୍ରଶାସନକୁ ଜଣାଇ ଦିଆଯାଇଥିଲା । ଡଗ୍ ସ୍କ୍ୱାର୍ଡ ସହ ପୋଲିସ ଟିମ୍ ତଦନ୍ତ ପାଇଁ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି । ବେଙ୍ଗାଲୁରୁ ପଶ୍ଚିମ ଡିସିପି ଲକ୍ଷ୍ମଣ ବି ନିମ୍ବରଗୀ କହିଛନ୍ତି ଯେ ସମସ୍ତ ଛାତ୍ରଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

bomb

ବୋମା ଧମକ ପାଇବା ପରେ ପୁରା ସ୍କୁଲକୁ ଖାଲି କରାଯାଇଥିଲା । ଡିସିପି ଲକ୍ଷ୍ମଣ କହିଛନ୍ତି ଯେ ବାସୱେଶ୍ୱର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଏନପିଏସ ସ୍କୁଲ ରାଜଜୀନଗରରେ ବୋମା ଧମକ ମିଳିଛି । ବମ୍ ସ୍କ୍ୱାର୍ଡ ଏବଂ ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମାମଲା ପଞ୍ଜିକୃତ ହୋଇ ତଦନ୍ତ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+