ଭଦୋଦରା : ରାସାୟନିକ କାରଖାନାରେ ବିସ୍ଫୋରଣ, 2 ଜଣଙ୍କର ମୃତ୍ୟୁ, 10 ଜଣ ଆହତ
ଗୁଜୁରାଟର ଭଦୋଦରା ସହରର ମାକରପୁରା GIDC ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବଏଲର ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅତି କମରେ 10 ଜଣ ଆହତ ହୋଇଛନ୍ତି ।
ଭଦୋଦରା : ଗୁଜୁରାଟର ଭଦୋଦରା ସହରର ମାକରପୁରା GIDC ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବଏଲର ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅତି କମରେ 10 ଜଣ ଆହତ ହୋଇଛନ୍ତି । ମାଞ୍ଜଲପୁର ପୋଲିସ ଷ୍ଟେସନର ଇନ୍ସପେକ୍ଟର ଏସ.ଜେ ବଲୁଚ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ତୀବ୍ରତା 3 କିଲୋମିଟର ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଏବଂ ଏହା କାଚ ଝରକା ଗୁଡ଼ିକୁ ଭାଙ୍ଗି ଦେଇଥିଲା ।

More From












Click it and Unblock the Notifications