Get Updates
Get notified of breaking news, exclusive insights, and must-see stories!

ହିମାଚଳ ପ୍ରଦେଶର ବାଣ କାରଖାନାରେ ବିସ୍ଫୋରଣ, 6 ଜଣ ଶ୍ରମିକଙ୍କ ମୃତ୍ୟୁ, 12 ଜଣ ଆହତ

ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏକ ବଡ଼ ବିସ୍ଫୋରଣରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ବିସ୍ଫୋରଣରେ ପ୍ରାୟ 12 ଜଣ ଲୋକ ଜଳି ଯାଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ଉନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶିମଲା : ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏକ ବଡ଼ ବିସ୍ଫୋରଣରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ବିସ୍ଫୋରଣରେ ପ୍ରାୟ 12 ଜଣ ଲୋକ ଜଳି ଯାଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ଉନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Blast

ମିଳିଥିବା ସୂଚନା ଅନୁସାରେ ଏହି ବିସ୍ପୋରଣ ଉନାର ବଥୁରେ ଥିବା ଏକ ପ୍ୟାକ୍ଟ୍ରେରେ ହୋଇଛି । ବିସ୍ପୋରଣ ସୂଚନା ପାଇବା ପରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବିଭାଗର ଲୋକମାନେ ପହଞ୍ଚିଥିଲେ ।

ସୂଚନାନୁସାରେ, ଏହି ବିସ୍ଫୋରଣରେ ମୃତ 6 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଥିସହିତ ଦୁର୍ଘଟଣା ଖବର ପାଇବା ପରେ ଅଗ୍ନିଶମ ବାହିନୀ ଏବଂ ଅନ୍ୟ କିଛି ପ୍ରଶାସନିକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯେଉଁଠାରେ ବିସ୍ଫୋରଣ ଘଟିଥିଲା ସେହି କାରଖାନା ଏକ ବାଣ ତିଆରି କାରଖାନା ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+