Assembly Election 2021 Live : ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ବିଶ୍ୱଶର୍ମା
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ହେମନ୍ତ ବିଶ୍ୱ ଶର୍ମା
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ନେତା ହେମନ୍ତ ବିଶ୍ୱ ଶର୍ମା ସୋମବାର ଦିନ ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ସେ ରାଜ୍ୟରେ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଗୌହାଟୀରେ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିବା ହେମନ୍ତ ଉତ୍ତର-ପୂର୍ବ ରାଜ୍ୟର 15 ତମ ମୁଖ୍ୟମନ୍ତ୍ରୀ ଅଟନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିଛନ୍ତି । ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଯୋଗ ଦେବେ 43 ମନ୍ତ୍ରୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରୁଛନ୍ତି । 43 ମନ୍ତ୍ରୀଙ୍କ ମଧ୍ୟରେ 25 ଟି ପୁରୁଣା ଚେହେରା ଅଛି ଏବଂ 18 ଜଣ ନୂଆ ଚେହେରାକୁ ସାମିଲ କରାଯାଇଛି । ଏଥି 43 ଜଣ ମଧ୍ୟରୁ 24 ଜଣ କ୍ୟାବିନେଟ ମନ୍ତ୍ରୀ, 10 ଜଣ ସ୍ୱତନ୍ତ୍ର (ରାଜ୍ୟ ମନ୍ତ୍ରୀ) ଏବଂ 9 ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଅପଡେଟ୍ ଖବର ପାଇଁ ଏହି ପେଜକୁ ରିଫ୍ରେସ୍ କରନ୍ତୁ ।
ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ଦ୍ୱାରା ହେମନ୍ତ ବିଶ୍ୱ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛନ୍ତି ।
Himanta Biswa Sarma takes oath as the Chief Minister of Assam. He is being administered the oath by Governor Jagdish Mukhi. BJP national president JP Nadda and other leaders present at the ceremony. pic.twitter.com/1bZQVPlWsd
— ANI (@ANI) May 10, 2021
ଆସାମର ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ସେ ଗୌହାଟୀରେ ରାଜ୍ୟ ବିଜେପି ବିଧାନସଭାର ନେତା ଭାବରେ ନିର୍ବାଚିତ ହୋଇଥିଲେ ।
Himanta Biswa Sarma takes oath as the Chief Minister of Assam. He is being administered the oath by Governor Jagdish Mukhi. BJP national president JP Nadda and other leaders present at the ceremony. pic.twitter.com/1bZQVPlWsd
— ANI (@ANI) May 10, 2021
ସିଏମ୍ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ହେମନ୍ତ ବିଶ୍ୱଶର୍ମା ଦୋଳ ଗୋବିନ୍ଦ ମନ୍ଦିର ଏବଂ କାମାକ୍ଷା ପରିଦର୍ଶନ କରିଥିଲେ । ଆଜି 12 ଟା ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
Assam: Chief Minister-designate Himanta Biswa Sarma visited Doul Gobinda Temple and Kamakhya Temple today before the swearing-in ceremony#Guwahati pic.twitter.com/zvDjy2WtlY
— ANI (@ANI) May 10, 2021
ଆଜି ମମତା ବାନାର୍ଜୀଙ୍କ କ୍ୟାବିନେଟରେ 43 ମନ୍ତ୍ରୀ ଯୋଗ ଦେଉଛନ୍ତି । ରାଜ୍ୟପାଳ ସମସ୍ତଙ୍କୁ ଶପଥ ପାଠ କରାଉଛନ୍ତି।
Kolkata: The swearing-in ceremony of Mamata Banerjee's cabinet to begin at Raj Bhavan shortly pic.twitter.com/9WUQlSOuZt
— ANI (@ANI) May 10, 2021
43 ମନ୍ତ୍ରୀଙ୍କ ମଧ୍ୟରେ 25 ଟି ପୁରୁଣା ଚେହେରା ଅଛି ଏବଂ 18 ଜଣ ନୂଆ ଚେହେରାକୁ ସାମିଲ କରାଯାଇଛି । ଏଥି 43 ଜଣ ମଧ୍ୟରୁ 24 ଜଣ କ୍ୟାବିନେଟ ମନ୍ତ୍ରୀ, 10 ଜଣ ସ୍ୱତନ୍ତ୍ର (ରାଜ୍ୟ ମନ୍ତ୍ରୀ) ଏବଂ 9 ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ, ଶଶି ପାଞ୍ଜା, ଫରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ସୁଜିତ ବୋଷ ଏବଂ ଅରୁପ ବିଶ୍ୱ ପୁଣିଥରେ ମନ୍ତ୍ରୀ ପଦ ସମ୍ଭାଳିବେ । ଶପଥ ଗ୍ରହଣ ସକାଳ 10.45 ରେ ରାଜ ଭବନରେ ଅନୁଷ୍ଠିତ ହେବ ।
ଏନ ରଙ୍ଗାସ୍ୱାମୀ ପୁଡୁଚେରୀର ସିଏମ୍ ଭାବରେ ଶପଥ ଗ୍ରହଣ କଲେ ।
All India NR Congress (AINRC) president N Rangasamy takes oath as the Chief Minister of Puducherry.
The oath is being administered by Puducherry Governor Tamilisai Soundararajan. pic.twitter.com/fN4al885ad
— ANI (@ANI) May 7, 2021
ଏମ.କେ ଷ୍ଟାଲିନ ଦୁରାଇ ମୁରୁଗାନଙ୍କ ପରି ବରିଷ୍ଠ ନେତା ତଥା 12 ଜଣ ବିଧାୟକଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।
Chennai: DMK Chief MK Stalin takes oath as the Chief Minister of Tamil Nadu.
He is being administered the oath by Governor Banwarilal Purohit pic.twitter.com/e8IZT1aNFz
— ANI (@ANI) May 7, 2021
ତାମିଲନାଡୁର ଜଳ ସମ୍ପଦ ମନ୍ତ୍ରୀ ଭାବରେ ଡିଏମକେ ଦୁରାଇ ମୁରୁଗାନ ଶପଥ ଗ୍ରହଣ କରିଛନ୍ତି ।
Chennai: DMK Chief MK Stalin takes oath as the Chief Minister of Tamil Nadu.
He is being administered the oath by Governor Banwarilal Purohit pic.twitter.com/e8IZT1aNFz
— ANI (@ANI) May 7, 2021
ଏମ.କେ ଷ୍ଟାଲିନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।
Chennai: DMK Chief MK Stalin takes oath as the Chief Minister of Tamil Nadu.
He is being administered the oath by Governor Banwarilal Purohit pic.twitter.com/e8IZT1aNFz
— ANI (@ANI) May 7, 2021
କରୋନା ମୁକାବିଲା ରହିବ ପ୍ରାଥମିକତା : ମମତା ବାନାର୍ଜୀ
Hawkers, transporters, journalists will be given priority in the administering of the first dose (of vaccine): West Bengal CM Mamata Banerjee #COVID19 pic.twitter.com/aOpP4Ojcje
— ANI (@ANI) May 5, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ମମତା ଦିଦିଙ୍କୁ ଅଭିନନ୍ଦନ ।
Congratulations to Mamata Didi on taking oath as West Bengal’s Chief Minister. @MamataOfficial
— Narendra Modi (@narendramodi) May 5, 2021












Click it and Unblock the Notifications