Get Updates
Get notified of breaking news, exclusive insights, and must-see stories!

ବାଲ୍ୟ ବିବାହକୁ ରୋକିବାକୁ ଅଭିଯାନ ଚଳାଇଛନ୍ତି ଆସାମ ସିଏମ୍ ହିମନ୍ତ ବିଶ୍ୱ ଶର୍ମା, 1,800 ଜଣ ଗିରଫ

ବାଲ୍ୟ ବିବାହ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆସାମ୍ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିଶୁ ବିବାହ ମାମଲାରେ ଗିରଫଦାରୀ ଚାଲିଛି ଏବଂ 1,800 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଛି ।

child marriage

ରାଜ୍ୟରେ ବାଲ୍ୟ ବିବାହକୁ ରୋକିବା ପାଇଁ ଅଭିଯାନ ଚଳାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ବାଲ୍ୟ ବିବାହ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆସାମ୍ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିଶୁ ବିବାହ ମାମଲାରେ ଗିରଫଦାରୀ ଚାଲିଛି ଏବଂ 1,800 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଛି ।

ଆସାମରେ ବାଲ୍ୟ ବିବାହକୁ ନେଇ ରାଜ୍ୟର କଟକଣା ଅନୁଯାୟୀ ଏପର୍ଯ୍ୟନ୍ତ 1800 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର କହିଛନ୍ତି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି ଯେ ବର୍ତ୍ତମାନ ବାଲ୍ୟ ବିବାହ ନିଷେଧାଦେଶର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟବ୍ୟାପୀ ଗିରଫଦାରୀ ଚାଲିଛି । ଏପର୍ଯ୍ୟନ୍ତ 1800 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହା କହିଛନ୍ତି ଯେ ମୁଁ ବାଲ୍ୟ ବିବାହ ମାମଲାରେ ଶୂନ୍ୟ ସହନଶୀଳତା ଦେଖାଇବାକୁ ପୋଲିସକୁ କହିଛି । ଶର୍ମା କହିଛନ୍ତି, ମୁଁ ଆସାମ ପୋଲିସ୍ କୁ ମହିଳାଙ୍କ ପ୍ରତି ଅସହଯୋଗ ତଥା ଘୃଣ୍ୟ ଅପରାଧ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ସହିତ କାର୍ଯ୍ୟ କରିବାକୁ କହିଛି । ଏହା ସହିତ ସେ ଆଶା ପ୍ରକଟ କରିଛନ୍ତି ଯେ ଏହି ଅଭିଯାନ ଆସାମ ରାଜ୍ୟରେ ବାଲ୍ୟ ବିବାହକୁ ରୋକିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+