ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ପରିବାର ସଦସ୍ୟ

ବରିଷ୍ଠ ସେନା ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରୀ ଜିଲ୍ଲାର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ମୁଖ୍ୟ ପ୍ରତିରକ୍ଷା ଅଧିକାରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କ ସମେତ 14 ଜଣ ଲୋକ ଥିଲେ

ନୀଳଗିରୀ : ବରିଷ୍ଠ ସେନା ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରୀ ଜିଲ୍ଲାର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ମୁଖ୍ୟ ପ୍ରତିରକ୍ଷା ଅଧିକାରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କ ସମେତ 14 ଜଣ ଲୋକ ଥିଲେ ।

Bipin Rawat

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତର କର୍ମଚାରୀ ଏବଂ ପରିବାରର କିଛି ସଦସ୍ୟ ଥିଲେ । ତିନି ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନେ ଗୁରୁତର ଆହତ ହୋଇଛନ୍ତି । ଆହତ ଅଧିକାରୀମାନଙ୍କୁ ଚିକିତ୍ସା ପାଇଁ ନିଲଗିରୀ ଜିଲ୍ଲାର ୱେଲିଙ୍ଗଟନ୍ କ୍ୟାଣ୍ଟନମେଣ୍ଟକୁ ନିଆଯାଇଛି । ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏହି ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ, ଡିଫେନ୍ସ ଆସିଷ୍ଟାଣ୍ଟ, ସିକ୍ୟୁରିଟି କମାଣ୍ଡୋ ଏବଂ ଭାରତୀୟ ବାୟୁସେନାର ପାଇଲଟ୍ ଥିବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+