ଜମ୍ମୁ-କଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜାମ୍ମୁ ଅଞ୍ଚଳର କିଶୱର ଅଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ସକାଳେ ଏହି ଦୁର୍ଘଟଣା ହୋଇଛି ବୋଲି ANI ରିପୋର୍ଟ କରିଛି । ପାଇଲଟମାନେ ଆହତ ହୋଇଛନ୍ତି କିନ୍ତୁ ସୁରକ୍ଷିତ ଅଛନ୍ତି ବୋଲି ସେନା ଅଧିକାରୀ କହିଛନ୍ତି ।












Click it and Unblock the Notifications