Get Updates
Get notified of breaking news, exclusive insights, and must-see stories!

ବାୟୁସେନାର ଉପାଧ୍ୟକ୍ଷ ହେବେ ଏୟାର ମାର୍ଶଲ ସନ୍ଦୀପ ସିଂହ, ପଶ୍ଚିମୀ ବାୟୁ ସେନାର ପ୍ରମୁଖ ହେଲେ ଏୟାର ମାର୍ଶଲ ଅମିତ ଦେବ

ଏୟାର ମାର୍ଶଲ ସନ୍ଦୀପ ସିଂଙ୍କୁ ଭାରତୀୟ ବାୟୁସେନାର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ସେ ଏୟାର ମାର୍ଶଲ ଭି.ଆର ଚୌଧୁରୀଙ୍କ ଉତ୍ତରାଧିକାରୀ ହେବେ ଯିଏ ସେପ୍ଟେମ୍ବର 30 ରେ ଏୟାର ଷ୍ଟାଫର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।

ନୂଆଦିଲ୍ଲୀ : ଏୟାର ମାର୍ଶଲ ସନ୍ଦୀପ ସିଂଙ୍କୁ ଭାରତୀୟ ବାୟୁସେନାର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ସେ ଏୟାର ମାର୍ଶଲ ଭି.ଆର ଚୌଧୁରୀଙ୍କ ଉତ୍ତରାଧିକାରୀ ହେବେ ଯିଏ ସେପ୍ଟେମ୍ବର 30 ରେ ଏୟାର ଷ୍ଟାଫର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପରବର୍ତ୍ତୀ ମୁଖ୍ୟ ଭାବରେ ଏୟାର ମାର୍ଶଲ ଅମିତ ଦେବଙ୍କୁ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଅଟନ୍ତି । ଏୟାର ମାର୍ଶାଲ ବଳଭଦ୍ର ରାଧା କୃଷ୍ଣଙ୍କୁ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଶୁକ୍ରବାର ଦିନ ଏହି ନିଯୁକ୍ତି ଘୋଷଣା କରାଯାଇଛି ।

VR Chaudhary

ନିକଟରେ ଏୟାର ଷ୍ଟାଫ୍ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିବା ଏୟାର ମାର୍ଶଲ ଭି.ଆର ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଏହା ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆଉ କିଛି ନିଯୁକ୍ତି ମଧ୍ୟ କରାଯାଇଥିଲା । ଦିଲ୍ଲୀରେ ଅବସ୍ଥିତ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି) ର ମୁଖ୍ୟ ଭାବରେ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ନିଯୁକ୍ତ କରାଯାଇଛି । ସିଲଙ୍ଗସ୍ଥିତ ପୂର୍ବ କମାଣରେ ଏୟାର ମାର୍ଶଲ ଆରଡି ମାଥୁର ଅକ୍ଟୋବର 1 ରେ ବାଙ୍ଗାଲୋରର ଟ୍ରେନିଂ କମାଣ୍ଡକୁ ଯାଉଛନ୍ତି । ଏହି ନିଯୁକ୍ତି ପରେ ଆଜି ଖାଲି ପଦବୀ ପାଇଁ ନୂତନ ନାମ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+