ଦିଲ୍ଲୀ AIIMS ର ସର୍ଭର ଉପରେ ସାଇବର ଆଟାକ୍ କରିଥିଲା ଚୀନ୍, 5 ଟି ସର୍ଭର ହୋଇଥିଲା ହ୍ୟାକ୍
ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ସର୍ଭର ନଭେମ୍ବର 23 ତାରିଖରେ ହ୍ୟାକ୍ କରାଯାଇଥିଲା । ଏହି ସାଇବର ଆଟକ୍ ପଚେର ରହିଚି ଚୀନ୍ ର ହାତ । ବର୍ତ୍ତମାନ ଏ ନେଇ ଜଣାପଡ଼ିଛି
ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ସର୍ଭର ନଭେମ୍ବର 23 ତାରିଖରେ ହ୍ୟାକ୍ କରାଯାଇଥିଲା । ଏହି ସାଇବର ଆଟକ୍ ପଚେର ରହିଚି ଚୀନ୍ ର ହାତ । ବର୍ତ୍ତମାନ ଏ ନେଇ ଜଣାପଡ଼ିଛି । ସାଇବର ଆଟାକ୍ କରି ହ୍ୟାକ୍ କରିବା ପଛରେ ଚୀନ୍ର ଷଡଯନ୍ତ୍ର ଥିଲା ।
ଖବର ସରବରାହ ସଂସ୍ଥା ANI, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରିଛି ଯେ ସମୁଦାୟ 100 ସର୍ଭର ମଧ୍ୟରୁ ପାଞ୍ଚଟି ସର୍ଭର ହ୍ୟାକ୍ ହୋଇଛି । ତେବେ ପାଞ୍ଚଟି ସର୍ଭରରୁ ଡାଟା ରିକବର କରାଯାଇଛି ବୋଲି ଅଧିକାରୀମାନେ ଦାବି କରିଛନ୍ତି ।

23 ନଭେମ୍ବରରେ ସାଇବର ଆଟାକ୍ ପରେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଏ) ୟୁନିଟ୍ 25 ନଭେମ୍ବରରେ ସାଇବର ଆତଙ୍କବାଦ ମାମଲା ରୁଜୁ କରିଥିଲା ।
ସରକାରୀ ସୂତ୍ରରୁ ପ୍ରକାଶ ଯେ, AIIMS ଦିଲ୍ଲୀର ସର୍ଭରରେ "ସୁଚିନ୍ତିତ ଏବଂ ଟାର୍ଗେଟେଡ୍" ରେନ୍ସୱେର୍ ଆକ୍ରମଣ ଚାଇନାରୁ ଆସିଥିଲା ଏବଂ 100 ସର୍ଭର ମଧ୍ୟରୁ (40 ଫିଜିକାଲ ଏବଂ 60 ଭର୍ଚୁଆଲ୍) ହ୍ୟାକରମାନେ 5 ଟି ହ୍ୟାକ୍ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏହି 5 ସର୍ଭରର ଡାଟା ରିକଭର କରାଯାଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications