ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ବିଫଳ, ସେନା ଗୁଳିରେ ନିହତ ହେଲା ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଶାହପୁରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ସୀମାରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଜବାବ ଦେଇଛି ସେନା । ସେନାର ପାଲଟା ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

army

ପାକିସ୍ତାନୀ ଅନୁପ୍ରବେଶକାରୀ ଉଦ୍ୟମକୁ ପଣ୍ଡ କରିଛି ସେନା । ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉଦ୍ୟମ ବିଫଳ ହୋଇଛି ।

ସେନା ଅଧିକାରୀ କହିଛନ୍ତି ଯେ ଶାହାପୁର ସେକ୍ଟରରେ ସକାଳ ପ୍ରାୟ 2.15 ସମୟରେ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଅପ୍ରେଲ 8 ଓ 9 ମଧ୍ୟରାତିରେ ପୁଞ୍ଚର LoC ନିକଟରେ ସୈନ୍ୟମାନେ କିଛି ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+