Independence Day 2022 Live : ଦେଶକୁ ବିକଶିତ କରିବାକୁ ସଂକଳ୍ପ ନେବାକୁ ଯୁବକଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ସମଗ୍ର ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି । ଆସନ୍ତାକାଲି ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶର 76ତମ ସ୍ୱାଧୀନାତ ଦିବସ ପାଳନ ହେବ । ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶକୁ ସମ୍ବୋଧିତ କରିବେ ।

ନୂଆଦିଲ୍ଲୀ : ସମଗ୍ର ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି । ଆସନ୍ତାକାଲି ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶର 76ତମ ସ୍ୱାଧୀନାତ ଦିବସ ପାଳନ ହେବ । ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶକୁ ସମ୍ବୋଧିତ କରିବେ । ଏହାପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟା 7 ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥି ସହିତ ସ୍ୱାଧୀନତା ଦିବସ ପାଳନକୁ ନେଇ ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏବଂ ପ୍ରତ୍ୟେକ ପଦକ୍ଷେପରେ ନଜର ରଖାଯାଉଛି ।
ସ୍ୱଧୀନତା ଦିବସ ପାଳନର ଟିକିନିଖି ଖବର ପଢନ୍ତୁ ୱାନଇଣ୍ଡିଆ ଓଡ଼ିଆରେ
ସେହିପରି କମିସନରେଟ ଏସିପି ଅରୁଣ କୁମାର ସ୍ୱାଇଁ, ଏଏସଆଇ କୃତିବାସ ପଣ୍ଡା,, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା,
ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ , ଗଞ୍ଜାମର ଡିଏସପି ଅଜୟ
କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ମଧ୍ୟ ପ୍ରଶଂସନୀୟ ସେବା ପାଇଁ ପୁଲିସ୍ ପଦକ ପ୍ରଦାନ କରାଯାଇଛି
ଲୋକସଭା ବାଚସ୍ପତି ଓମ ବିର୍ଲା ଦିଲ୍ଲୀର ତାଙ୍କ ବାସଭବନରେ ସ୍ୱାଧାନତା ଦିବସ ପାଳନ କରିଛନ୍ତି ।
Lok Sabha Speaker Om Birla celebrated #IndependenceDay2022 at his residence in Delhi pic.twitter.com/sf28JSMIkw
— ANI (@ANI) August 15, 2022
ଚେନ୍ନାଇର ଫୋର୍ଟ ସେଣ୍ଟ ଜର୍ଜରେ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
Tamil Nadu CM MK Stalin hoisted the national flag at Fort St George in Chennai. #IndiaAt75 pic.twitter.com/RTGvgeB47M
— ANI (@ANI) August 15, 2022
READ MORE


















Click it and Unblock the Notifications