Live : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ' ଘୋଷଣା, ଉପକୃତ ହେବେ 96 ଲକ୍ଷ ପରିବାର
ଚଳିତବର୍ଷର 15 ଅଗଷ୍ଟ, ଭାରତର ସ୍ୱାଧୀନତାକୁ 74 ବର୍ଷ ପୂରଣ କରିବ । ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ସମଗ୍ର ଦେଶରେ ଚାଲିଛି, ଲାଲକିଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁବନେଶ୍ୱର : ଆଜି ସାରା ଦେଶ ପାଳୁଛି 75ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଓଡ଼ିଶାରେ ଭୁବନେଶ୍ୱରସ୍ଥିତ ୟୁନିଟ୍-3 ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ଏଥିରେ ଉପକୃତ ହେବେ 96 ଲକ୍ଷ ପରିବାର । ଲାଲକିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱାଧୀନତା ଦିବସର ପ୍ରତ୍ୟେକ ଅପଡେଟ ପାଇଁ ୱାନ ଇଣ୍ଡିଆ ସହ ଯୋଡି ରୁହନ୍ତୁ...
Delhi: Prime Minister Narendra Modi greets the Indian contingent that participated in #TokyoOlympics and NCC cadets, who participated in #IndependenceDay2021 celebrations at the Red Fort. pic.twitter.com/cCE4e5PQjE
— ANI (@ANI) August 15, 2021
ଓଡ଼ିଶାର ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା
On the auspicious occasion on 75th #IndependenceDay, Hon'ble Governor wishes everyone and exhorts all to take a pledge to make our state #Odisha one of the best in #India.#JaiHind #IndependenceDayIndia pic.twitter.com/eWHD84t7cx
— Governor Odisha (@GovernorOdisha) August 15, 2021













Click it and Unblock the Notifications