Get Updates
Get notified of breaking news, exclusive insights, and must-see stories!

କୁପୱାଡ଼ାରେ ସେନାକୁ ବଡ଼ ସଫଳତା, ଏନକାଉଣ୍ଟରରେ 5 ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାକୁ ମିଛି ବଡ଼ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳଇରେ ପ୍ରାଣ ହାରଇଛନ୍ତି 5 ଆତଙ୍କବାଦୀ । ଏନକାଉଣ୍ଟର ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । କାଶ୍ମୀରର ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି ଯେ ଏହି ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

terrorist

ଆତଙ୍କବାଦୀଙ୍କ ସହ ସେନା ଏବଂ ପୋଲିସର ମିଳିତ ଟିମ୍ ଏନକାଉଣ୍ଟର ଚଳାଇଛନ୍ତି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି । ଏହି ମୁକାବିଲା ଜୁନାଗଡ ଅଞ୍ଚଳରେ LoC ନିକଟରେ ମିଳିଥିବା ଇନପୁଟ ଆଧାରରେ ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+