Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟରେ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟରେ 4 ପିଲାଙ୍କ ସମେତ 9 ମୃତ

ଗୁଜୁରାଟର ଅହମ୍ମଦାବାଦ ସହରରେ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ୍ ହୋଇଛ । ଗ୍ୟାସ୍ ଲିକ୍ ପରେ ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା କାରଣରୁ 9 ଜଣ ପ୍ରାଣ ହରାଇଛନ୍ତି । ଏଥିରେ 4 ଜଣ ଛୋଟ ପିଲାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦ ସହରରେ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ୍ ହୋଇଛ । ଗ୍ୟାସ୍ ଲିକ୍ ପରେ ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା କାରଣରୁ 9 ଜଣ ପ୍ରାଣ ହରାଇଛନ୍ତି । ଏଥିରେ 4 ଜଣ ଛୋଟ ପିଲାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଦୁଇଜଣଙ୍କ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା 7 ରେ ପହଞ୍ଚିଛି । ଏହି ଘଟଣା ଜୁଲାଇ 20 ତାରିଖରେ ଘଟିଥିଲା ।

cylinder blast

ଅହମ୍ମଦାବାଦ ନଗର ପୁଲିସ୍ ର କହିବାନୁସାରେ, ମୃତ୍ୟୁ ହୋଇଥିବା ସମସ୍ତେ ଶ୍ରମିକ ପରିବାରର ସଦସ୍ୟ । ଏମାନଙ୍କ ମଧ୍ୟରୁ 8 ଜଣଙ୍କର ଗତ କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଶନିବାର ମୃତ୍ୟୁ ହୋଇଛି ।

ରୁମ୍ ଭିତରେ ଏଲ୍ପିଜି ଗ୍ୟାସ୍ ଲିକ୍ ହେବା ଫଳରେ ଏହି ଅଘଟଣ ଘଟିଛି । ସେମାନେ ଏକ ଶିଳ୍ପାନୁଷ୍ଠାନରେ ଶୋଇଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା । ଏହାପରେ ପାଖ ରୁମ୍ରେ ଶୋଇଥିବା ଶ୍ରମିକ ସେମାନଙ୍କୁ ଗ୍ୟାସ୍ ଲିକ୍ ହେଉଥିବା ଜାଣି ଡାକିଥିଲେ । କିନ୍ତୁ ସେମାନଙ୍କ ଭିତରୁ ଜଣେ ଉଠି ଲାଇଟ୍ ସୁଇଚ୍ ମାରିଥିଲା । ଏହି ସମୟରେ ସୁଇଚ୍ରୁ ସର୍ଟସର୍କିଟ୍ ହୋଇ ନିଆଁ ବାହାରିଥିଲା । ଫଳରେ ଲିକ୍ ହେଉଥିବା ଗ୍ୟାସରେ ନିଆଁ ଧରି ଯାଇଥିଲା ।

ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ୍ ଏନେଇ ଦୁଃଖପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଆହତଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଅର୍ଥରାଶି ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+