Get Updates
Get notified of breaking news, exclusive insights, and must-see stories!

ନିମ୍ବ ଜୁସ୍ ସାସ୍ଥ୍ୟ ପାଇଁ କେତେ ଲାଭକାରୀ?

ନିମ୍ବକୁ ସବୁବେଳେ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ଯଦି ଆପଣଙ୍କ ଚର୍ମରେ କୌଣସି ପ୍ରକାରର ଆଲର୍ଜି ଦେଖାଯାଏ ତେବେ ଅଧିକାଂଶ ଲୋକ ନିମ୍ବ ପାଣିରେ ଗାଧୋଇବାକୁ ପରାମର୍ଶ ଦେଇଥାଆନ୍ତି ।ନିମ୍ବ ଜୁସ୍ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ବହୁତ କମ୍ ଲୋକ ଜାଣିଥିବେ ଯେ ନିମ୍ବ ଜୁୁସ ମଧ୍ୟ ହୋଇଥାଏ । ଏହାର ଜୁସ ପିତା ଲାଗେ କିନ୍ତୁ ଏହା ଆପଣଙ୍କ ସାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ନିୟନ୍ତ୍ରଣ କରିବାଠାରୁ ନେଇ ତ୍ୱଚାକୁ ସତେଜ ରଖିବାରେ ଏହା ବେଶ୍ ଉପକାରୀ । ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ ନିମ୍ବ ଜୁସର୍ କଣ ଲାଭ ମିଳିକ ।

health tips

ଦାନ୍ତ ମାଡିର ସମସ୍ୟା ଦୂର କରିବା ପାଇଁ ନିମ୍ବ ଜୁସ୍ ଅତ୍ୟନ୍ତ ଲାଭଦାୟକ । ନିମ୍ବ ଜୁସ୍ ପିଇବା ଦ୍ୱାରା ମାଢି ଏବଂ ଦାନ୍ତ ସମସ୍ୟା କମ୍ ହୋଇଥାଏ । ସମସ୍ତେ ଜାଣିଛନ୍ତି ଯେ, ଯୁଗ ଯୁଗ ଧରି ଆମ ଦେଶରେ ନିଜ ଦାନ୍ତକାଠି ବ୍ୟବହୃତ ହୋଇଥାଏ । ଏହାଦ୍ୱାରା ପାଟିରେ ଜୀବାଣୁ ବୃଦ୍ଧି ପାଇବାର ଆଶଙ୍କା କମ୍ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ନିମ୍ବ ଜୁସ୍‌କୁ ମାଉଥ ୱାସ୍ ରୂପେ ବ୍ୟବହାର କରୁଛନ୍ତି ତେବେ ଏହା ଦାନ୍ତ ସମସ୍ୟା ସହ ମାଢି ସମସ୍ୟା ମଧ୍ୟ ଦୂର କରିଥାଏ ।

ତ୍ୱଚାରେ ଚମକ ଆଣିବା ପାଇଁ ନିମ୍ବ ଜୁସ ପିଇବା ଉଚିତ । ନିମ୍ବ ଜୁସ୍‌ରେ ପ୍ରାକୃତିକ ଭାବେ ଡିଟକ୍ସ କରିବାର ଗୁଣ ରହିଛି । ଯାହା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ପରେ ତ୍ୱଚାରେ ଚମକ ଆସିଥାଏ ।

ଓଜନ ନିଯନ୍ତ୍ରଣ କରିବାରେ ନିମ୍ବ ରସ ବହୁତ ଲାଭଦାୟକ । ଏହାଦଦ୍ୱାରା ହଜମ ପ୍ରକ୍ରିୟା କରିଥାଏ । ଯାହା ମେଟାବୋଲିଜିମ୍‌୍‌କୁ ବୁଷ୍ଟ କରିଥାଏ । ଏଭଳି ସ୍ଥିତିରେ ଆପଣଙ୍କ ଶରୀରରେ ଶୀଘ୍ର କ୍ୟାଲୋରୀ ବର୍ନ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଇଥାୟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+