ଏମିତି ବ୍ୟବହାର କରନ୍ତୁ ଗୁଜୁରାତି, କିଡ଼ନୀ ଓ ହାର୍ଟ ରୋଗ ହେବ ଦୂର

ଭୁବନେଶ୍ୱର: ଭାରତୀୟ ହିସାବରେ ଆମ ରୋଷେଇରେ ମସଲା ରହିବା ଏକ ସ୍ୱାଭାବିକ କଥା । ସମସ୍ତ ରୋଷେଇ ଘରେ ଗୁଜୁରାତି ଗୋଟିଏ ପ୍ରିୟ ମସଲା l ବିଶେଷ ଭାବେ ଘରର ଚା ରେ ଯଦି ଗୁଜୁରାତିର ସୁଗନ୍ଧ ନଥାଏ ତେବେ ତାର ସ୍ୱାଦ ମଧ୍ୟ ନଥାଏ l କେବଳ ରୋଷେଇ ପାଇଁ ନୁହେଁ, ଏହି ଗୁଜୁରାତି ଅନେକ ଗୁଡିଏ ପୋଷାକ ତତ୍ୱ ରେ ଭରପୁର ଅଟେ l ଏହି ଗୁଜୁରାତି ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରେ ।

ଗୁଜୁରାତି ରେ ଫସଫରସ , ସୋଡିୟମ୍, ଜୀଙ୍କ , କପର , ମଙ୍ଗାଣିଜ , କ୍ୟାଲସିୟମ୍, ଆଇରନ, ମଗ୍ନେସିୟମ , ଭିଟାମିନ -ସି , ଭିଟାମିନ ବି 6 ଭଳି ପୋଷାକ ତତ୍ୱ ଭରପୁର ମାତ୍ରରେ ରହିଥାଏ l ଏତେ ଗୁଡିଏ ପୋଷାକ ତତ୍ୱ ରେ ଭରପୁର ଗୁଜୁରାତି ଯଦି ଆପଣ ପ୍ରତିଦିନ ରାତିରେ ୨ ଟି ମାତ୍ର ସେବନ କରିବେ ତେବେ ଅନେକ ଗୁଡିଏ ରୋଗ ରୁ ମୁକ୍ତି ପାଇବେ l

Health Benefits of Elaichi

ଯଦି ଆପଣ ନିଦ ସମସ୍ୟା ରେ ପୀଡିତ ତେବେ ପ୍ରତିଦିନ ରାତିରେ ମାତ୍ର ୨ ଟି ଗୁଜୁରାତି ସେବନ କରନ୍ତୁ l ଅନିଦ୍ରା ଦୋଷ ଦୂର ହେବ l
ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା ଦ୍ୱାରା ଗ୍ୟାସ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ l ଏହାଛଡା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

ଗୁଜୁରାତି ଥିବା ଭିଟାମିନ ସି ସ୍କିନ କୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ l ଏହାଛଡା ତ୍ୱଚl ସମ୍ବନ୍ଧିୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ସହିତ ଗୁଡ଼ ସେବନ କରିବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ l ଏବଂ କିଡ଼ନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l ଯଦି ଆପଣ ପ୍ରତିଦିନ ରାତିରେ ଦୁଇଟି ଗୁଜୁରାତି ସେବନ କରିବେ ତେବେ ବ୍ଲଡ଼ ସର୍କୁଲେସନ ଖୁବ ଭଲ ହୋଇଥାଏ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+