SSC 2023 Vacancy : SSC ରେ ନିଯୁକ୍ତି, ପୂରଣ ହେବ 1324 ପଦବୀ...
SSC 2023 Vacancy : ଚାକିରି ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ । ଷ୍ଟାଫ୍ ସିଲେକ୍ସନ କମିଶନ SSC ବାହାର କରିଛି ଚାକିରି । ଏଥିରେ ପୂରଣ ହେବ 1324 ପଦବୀ ।

ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ପଢିଥିବା ଆଶାୟୀ ଏଥିରେ ଆବେଦନ କରିପାରିବେ । ଏଥିଲାଗି ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍ସାଇଟ୍ ssc.nic.in. କୁ ଯାଇ ରେଜିଷ୍ଟ୍ରେସନ୍ କରିପାରିବେ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଜିଷ୍ଟ୍ରେସନ୍ କରିବାର ଶେଷ ତାରିଖ ଅଗଷ୍ଟ 16 ରହିଛି ।
କେଉଁ ବିଭାଗରେ କେତେ ପଦବୀ
ବୋର୍ଡର ରୋଡ୍ସ ଅର୍ଗାନାଇଜେସନ୍ -431
ସେଣ୍ଟ୍ରାଲ ପବ୍ଲିକ୍ ୱାର୍କ୍ସ ବିଭାଗ - JE(ସିଭିଲ୍) - 421
ସେଣ୍ଟ୍ରାଲ ପବ୍ଲିକ୍ ୱାର୍କ୍ସ ବିଭାଗ - JE(ଇଲେକ୍ଟ୍ରିକାଲ୍ସ) - 124
ସେଣ୍ଟ୍ରାଲ ୱାଟର କମିଶନ
JE (ସିଭିଲ): 188
JE (ମେକାନିକାଲ): 23
ଫାରକା ବ୍ୟାରେଜ ପ୍ରୋଜେକ୍ଟ
JE (ସିଭିଲ): 15
JE (ମେକାନିକାଲ): 6
ମିଲିଟାରୀ ଇଞ୍ଜିନିୟର ସର୍ଭିସ
JE (ସିଭିଲ): 29
JE (ମେକାନିକାଲ ଓ ଇଲେକ୍ଟ୍ରିକାଲ): 18
ମିନିଷ୍ଟ୍ରି ଅଫ୍ ପୋର୍ଟସ୍, ସିପିଂ ଓ ୱାଟର ୱେଜ୍ (ଆଣ୍ଡାମାନ ଲାକ୍ଷାଦ୍ୱୀପ ପାଇଁ)
JE (ସିଭିଲ): 7
JE (ମେକାନିକାଲ): 1
ନାସନାଲ ଟେକ୍ନିକାଲ ରିସର୍ଚ୍ଚ ସେଣ୍ଟର
JE (ସିଭିଲ): 4
JE (ଇଲେକ୍ଟ୍ରିକାଲ): 1
JE (ମେକାନିକାଲ): 1












Click it and Unblock the Notifications