ଜାରି ହେଲା OSSSC PEO ଆଡମିଟ୍ କାର୍ଡ, ଏହି ଲିଙ୍କରେ କରନ୍ତୁ ଡାଉନଲୋଡ୍

ଭୁବନେଶ୍ୱର: ଓଡିଶା ସବୋର୍ଡ ଷ୍ଟାଫ୍ ଚୟନ ଆୟୋଗ (OSSSC) ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ମିଳିତ ନିଯୁକ୍ତି ପରୀକ୍ଷା- 2023 ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଆଜି ଏହି ଆଡମିଟ୍ କାର୍ଡ ଜାରି କରାଯାଇଛି ।

OSSSC

କିପରି କରିବେ ଡାଉନଲୋଡ୍

  • ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଏହାର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । । www.osssc.gov.in ସାଇଟ୍ ମାଧ୍ୟମରେ ଆପଣ ଅନଲାଇନ୍ ଡାଉନଲୋଡ କରିପାରିବେ ।
  • ପ୍ରଥମେ ଆପଣ । www.osssc.gov.in ସାଇଟ୍ କୁ ଯାଆନ୍ତୁ ।
  • ପେଜର ଡାହାଣ ପାର୍ଶ୍ୱ ଉପର ବାଗରେ ଥିବା Log In ଉପରେ କ୍ଲିକ୍ କରନ୍ତୁ ।
  • ଏହା ପରେ ଆବେଦନ ସମୟରେ ଦେଇଥିବା ଆପଣଙ୍କର ମୋବାଇଲ ନମ୍ବର ଏବଂ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ ।
  • ଓଟିପି ମାଧ୍ୟରେ ମଧ୍ୟ ଆଫଣ ଲଗଇନ୍ କରିପାରିବେ ।
  • OTP ଦେଇ ଲଗଇନ୍ କରିବା ପରେ ମେନ୍ ପେଜର ଉପର ଭାଗରେ Download Admit ଉପରେ କ୍ଲିକ୍ କରନ୍ତୁ ।
  • ଏହା ଡାଉନଲୋଡ୍ ହେବା ପରେ ପରବର୍ତ୍ତୀ ବ୍ୟବହାର ପାଇଁ ରଖନ୍ତୁ ।

ବିଜ୍ଞାପନ ଅନୁଯାୟୀ, ମିଳିତ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ମୋଟ 5369 ପଦବୀ ପୂରଣ ହେବ । ଏଥିରେ 3099 ଜୁନିଅ ଆସିଷ୍ଟାଣ୍ଟ ପଦବୀ ଥିବା ବେଳେ 2297 PEO ପଦବୀ ପାଇଁ ହେବ ନିଯୁକ୍ତି । ଆବେଦନ ଫେବୃଆରୀ 24ରୁ ଆରମ୍ଭ ହୋଇଥିଲା ।

ଦରମା:

ଜୁନିଅର ଆସିଷ୍ଟାଣ୍ଟ ପାଇଁ ପେ ସ୍କେଲ 19900 - 63200, ପେ ମ୍ୟାଟ୍ରିକ୍ସ ସ୍ତର - 4, ସେଲ୍ -1 ରହିଛି ।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପେ ସ୍କେଲ 21700 ରୁ 69100, ପେ ମ୍ୟାଟ୍ରିକ୍ସ ସ୍ତର -5, ସେଲ -1 ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+