ଏହି ତାରିଖରେ ପୋଲିସ ସବ୍-ଇନ୍ସପେକ୍ଟର ପରୀକ୍ଷା
ଭୁବନେଶ୍ୱର: ବାହାରିଲା ପୋଲିସ ସବ୍-ଇନ୍ସପେକ୍ଟର ପରୀକ୍ଷା ତାରିଖ । ଆସନ୍ତା ନଭେମ୍ବର 26 ତାରିଖରେ ପୋଲିସ ସବ୍-ଇନ୍ସପେକ୍ଟର ଲିଖିତ ପରୀକ୍ଷା ହେବ । ଏ ନେଇ ଓଡ଼ିଶା ପୋଲିସ୍ ରିଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ପରୀକ୍ଷା-2021 (Adv.No-SI/2021/OPRB, dtd 22.06.2021), ର ଲିଖିତ ପରୀକ୍ଷା 26 ନଭେମ୍ବରରେ ହେବ । ସମସ୍ତ ଜିଲ୍ଲାରେ OMR ପ୍ରଣାଳୀରେ ପରୀକ୍ଷା ହେବ । ଉକ୍ତ ପରୀକ୍ଷା ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥା ନିଶ୍ଚିତ ତାରିଖ ସମ୍ବନ୍ଧୀୟ ସବିଶେଷ ସୂଚନା ସେମାନଙ୍କ ପଞ୍ଜୀକୃତ ଇ-ମେଲ୍ ମାଧ୍ୟମରେ ଖୁବ୍ ଶୀଘ୍ର ଜଣାଇ ଦିଆଯିବ ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications