Get Updates
Get notified of breaking news, exclusive insights, and must-see stories!

ଗୁଗୁଲ୍, ମେଟା, ମାଇକ୍ରୋସଫ୍ଟ, ମାଇକ୍ରୋସଫ୍ଟ ପରେ ଛଟେଇ କରିବ ଏହି ଟେକ୍ କମ୍ପାନୀ

ର୍ତ୍ତମାନ ଇଭେଣ୍ଟବ୍ରାଇଟ୍ ଇଙ୍କ(Eventbrite Inc) ନାମକ ଏକ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ, 8 ପ୍ରତିଶତ ଏହାର କର୍ମଚାରୀଙ୍କୁ ବହିଷ୍କାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।

lay off

ଗୁଗୁଲ୍, ମେଟା, ମାଇକ୍ରୋସଫ୍ଟ ଭଳି ଅନେକ ଟେକ୍ କମ୍ପାନୀ ପରେ ଆଉ ଏକ କମ୍ପାନୀ ଛଟେଇ କରିବା ନେଇ ଜଣାପଡ଼ିଛି । ଫଳରେ ଅନେକ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିପାରେ । ଏହି ସମୟରେ, ବର୍ତ୍ତମାନ ଇଭେଣ୍ଟବ୍ରାଇଟ୍ ଇଙ୍କ(Eventbrite Inc) ନାମକ ଏକ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ, 8 ପ୍ରତିଶତ ଏହାର କର୍ମଚାରୀଙ୍କୁ ବହିଷ୍କାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର 2022 ପର୍ଯ୍ୟନ୍ତ, ଇଭେଣ୍ଟବ୍ରାଇଟ୍ ରେ 881 ଜଣ ଫୁଲ୍ ଟାଇମ୍ ଷ୍ଟାଫ୍ ଥିଲେ । ଯେଉଁଥିରୁ 508 ଆମେରିକାରେ ଥିଲେ । କମ୍ପାନୀ କହିଛି ଯେ ବର୍ଷ ଶେଷ ସୁଦ୍ଧା ଟ୍ରାନ୍ସଫର ପ୍ରକ୍ରିୟା ସମାପ୍ତ ହେବ ।

ଇଭେଣ୍ଟବ୍ରାଇଟ୍ କମ୍ପାନୀ ଟିକଟିଙ୍ଗ ସର୍ଭିସ୍ ପ୍ରୋଭାଇଡର ର କାମ କରିଥାଏ । କମ୍ପାନୀ ପ୍ରାୟ 30 ପ୍ରତିଶତ କର୍ମଚାରୀଙ୍କ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଆର୍ଜେଣ୍ଟିନା ସିଟିରୁ ସ୍ପେନ ଏବଂ ଭାରତକୁ ଟ୍ରାନ୍ସଫର କରାଯିବ ।

ଛଟେଇ ଟ୍ରାକିଂ ସାଇଟ୍ Layoffs.fyi ତଥ୍ୟ ଅନୁଯାୟୀ, 1046 ଟେକ୍ କମ୍ପାନୀଗୁଡିକ 2022 ମସିହାରେ 1 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏଥି ସହିତ ଇଭେଣ୍ଟବ୍ରାଇଟ୍ କମ୍ପାନୀ କହିଛି ଯେ ଏହା ପ୍ରାୟ ସମସ୍ତ କଷ୍ଟମର ସପୋର୍ଟ ଏବଂ ଅପରେସନ୍ ରେ ଥିବା କର୍ମଚାରୀଙ୍କୁ ଆମେରିକାରୁ ବାହାର ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ଏପରିକି ଗ୍ଲୋବାଲ୍ ସ୍ତରରେ, ପ୍ରାୟ 1 ଲକ୍ଷ ଟେକ୍ କର୍ମଚାରୀ ଜାନୁଆରୀରେ ସେମାନଙ୍କ ଚାକିରି ହରାଇଛନ୍ତି । ଆମାଜନ, ମାଇକ୍ରୋସଫ୍ଟ, ଗୁଗୁଲ୍ ଆଦି ଅନ୍ୟାନ୍ୟ କମ୍ପାନୀ ଏହି ଛଟେଇ କରିଛନ୍ତି । ସମୁଦାୟ 3 ଲକ୍ଷ ଟେକ୍ କର୍ମଚାରୀମାନେ ଫେବୃଆରୀ 2023 ପର୍ଯ୍ୟନ୍ତ ଚାକିରି ହରାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+