ଟ୍ରେନ୍ ଦୁର୍ଘଟଣା, ୨୦୦ ଗୁରୁତର
ମାଲେସିଆର ରାଜଧାନୀ କୁଆଲା ଲୁମ୍ପୁରରେ ବଡ଼ ଧରଣର ଟ୍ରେନ ଦୁଘର୍ଟଣା । ଏଥିରେ ୨୦୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ନୂଆଦିଲ୍ଲୀ: ମାଲେସିଆର ରାଜଧାନୀ କୁଆଲା ଲୁମ୍ପୁରରେ ବଡ଼ ଧରଣର ଟ୍ରେନ ଦୁଘର୍ଟଣା । ଏଥିରେ ୨୦୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ମେଟ୍ରୋ ଟ୍ରେନ୍ ୨୧୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ପେଟ୍ରୋନାସ୍ ଟାୱାର୍ ନିକଟରେ ଏକ ଟନେଲରେ ଅନ୍ୟ ଏକ ଖାଲିଥିବା ଟ୍ରେନ୍ ସହ ଧକ୍କା ହୋଇଥିଲା। ଫଳରେ ୨୧୩ ଜଣଙ୍କ ମଧ୍ୟରୁ ୨୦୦ ଜଣ ଆହତ ହୋଇଥିବା ଜଣାପଡିଛି।













Click it and Unblock the Notifications