Get Updates
Get notified of breaking news, exclusive insights, and must-see stories!

ମୋଡେର୍ଣ୍ଣା ଟିକା 94.5 ପ୍ରତିଶତ ପ୍ରଭାବଶାଳୀ

ଅର୍ଡର ପରିମାଣ ଉପରେ ନିର୍ଭର କରି ପ୍ରତି ଡୋଜ୍ ର ମୂଲ୍ୟ 25 ରୁ 35 ଡଲାର ରହିପାରେ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଷ୍ଟିଫେନ୍ ବାନସେଲ୍ ସୂଚନା ଦେଇଛନ୍ତି | ଏହି ଟିକାର ଦାମ ସାମାନ୍ୟ ଫ୍ଲୁ ଟିକାର ମୂଲ୍ୟ ସହ ପ୍ରାୟ ସାମନ ରହିପାରେ ବୋଲି ଷ୍ଟିଫେନ୍ କହିଛନ୍ତି |

ନୂଆଦିଲ୍ଲୀ : ମୋଡେର୍ଣ୍ଣା ଟିକା 94.5 ପ୍ରତିଶଥ ପ୍ରଭାବଶାଳୀ ବୋଲି ଦାବି କରିଛି ଆମେରିକୀୟ ଔଷଧ କମ୍ପାନୀ 'ମୋଡେର୍ଣ୍ଣା' | ଏହାର ମୂଲ୍ୟ ଡୋଜ୍ ହିସାବରେ ରହିବ | ଅର୍ଡର ପରିମାଣ ଉପରେ ନିର୍ଭର କରି ପ୍ରତି ଡୋଜ୍ ର ମୂଲ୍ୟ 25 ରୁ 35 ଡଲାର ରହିପାରେ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଷ୍ଟିଫେନ୍ ବାନସେଲ୍ ସୂଚନା ଦେଇଛନ୍ତି | ଏହି ଟିକାର ଦାମ ସାମାନ୍ୟ ଫ୍ଲୁ ଟିକାର ମୂଲ୍ୟ ସହ ପ୍ରାୟ ସାମନ ରହିପାରେ ବୋଲି ଷ୍ଟିଫେନ୍ କହିଛନ୍ତି |

Corona-Vaccine

ୟୁରୋପୀୟ ସଙ୍ଘ ମୋଡେର୍ଣ୍ଣାଠୁ ୨୫ ଡଲାରରୁ କମ୍ ମୂଲ୍ୟରେ ଲକ୍ଷ ଲକ୍ଷ ଟିକା ନେବାକୁ ଆଲୋଚନା କରୁଛି । ଏବେସୁଦ୍ଧା କୌଣସି ଚୁକ୍ତି ହୋଇନାହିଁ ।
"ଏପର୍ଯ୍ୟନ୍ତ କୌଣସି ଚୁକ୍ତି ସ୍ୱାକ୍ଷର ହୋଇନାହିଁ, କିନ୍ତୁ ଆମେ ୟୁରୋପୀୟ କମିଶନଙ୍କ ସହ ଏହି ଚୁକ୍ତିନାମାର ନିକଟତର ଅଛୁ | ଆମେ ୟୁରୋପକୁ ଟିକା ଯୋଗାଇବା ପାଇଁ ଇଚ୍ଛୁକ ଏଥି ଲାଗି ଏକ ଗଠନମୂଳକ ଆଲୋଚନା ଜାରି ରହିଛି | ଖୁବ୍ କମ୍ ଦିନ ମଧ୍ୟରେ ଏହା ସିଦ୍ଧାନ୍ତରେ ପହଞ୍ଚିବ ବୋଲି ବାନସେଲ କହିଛନ୍ତି |

ବିଳମ୍ବିତ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରୁ ମଧ୍ୟବର୍ତ୍ତୀ ତଥ୍ୟ ଉପରେ ଆଧାର କରି କୋଭିଡ୍-19 ରୋକିବାରେ ଏହାର ପରୀକ୍ଷାମୂଳକ ଟିକା 94.5% ପ୍ରଭାବଶାଳୀ ବୋଲି ମୋଡର୍ନା କହିଛନ୍ତି | ଫାଇଜର ଏବଂ ଏହାର ସହଯୋଗୀ ବାଇଓଏନଟେକ୍ ପରେ ଆଶାଠାରୁ ଅଧିକ ଅତିକ୍ରମ କରିଥିବା ଫଳାଫଳ ରିପୋର୍ଟ ଦେଇଛନ୍ତି |

ଏହା ପୂର୍ବରୁ ଫାଇଜର ଓ ବାଇଓଏନଟେକ୍ ନିର୍ମାଣ କରିଥିବା ଭ୍ୟାକ୍ସିନ୍ କରୋନା ରୋକିବାରେ 90 ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରଯାଇଛି । ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଏହି ସୂଚନା ଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+