Get Updates
Get notified of breaking news, exclusive insights, and must-see stories!

ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହେଲେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀ

2024 ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ଭାରତୀୟ ବଂଶୋଦ୍ଧବ ବିବେକ ରାମସ୍ୱାମୀ । ଏ ନେଇ ସେ ଘୋଷଣା କରିଛନ୍ତି ।

vivek ramaswamy

ନୂଆଦିଲ୍ଲୀ: 2024 ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ଭାରତୀୟ ବଂଶୋଦ୍ଧବ ବିବେକ ରାମସ୍ୱାମୀ । ଏ ନେଇ ସେ ଘୋଷଣା କରିଛନ୍ତି । ଏହା ସହ ସେ ନିକି ହେଲିଙ୍କ ପରେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ହେବା ଦୌଡ଼ରେ ଦ୍ୱିତୀୟ ଭାରତୀୟ-ଆମେରିକୀୟ ନେତା ହୋଇଛନ୍ତି । 37 ବର୍ଷୀୟ ରାମସ୍ୱାମୀ ପିତାମାତା କେରଳରୁ ଆସି ଆମେରିକାରେ ଅବସ୍ଥାନ କରିଥିଲେ । ସେ ଓହିଓର ଏକ ପାୱାର ପ୍ଲାଣ୍ଟରେ କାମ କରୁଥିଲେ ।

ଫକ୍ସ ନ୍ୟୁଜରେ ଟକର କାର୍ଲସନଙ୍କ ପ୍ରାଇମ ଟାଇମ ସୋ'ରେ ଲାଇଭ ସାକ୍ଷାତକାର ସମୟରେ ରାମସ୍ୱାମୀ ଏହି ଦୌଡ଼ରେ ପ୍ରବେଶ ବିଷୟରେ ଘୋଷଣା କରିଥିଲେ । ରିପବ୍ଲିକାନ୍ ପାର୍ଟିରୁ ପ୍ରାର୍ଥୀତା ଦାବିରେ ସେ ଦ୍ୱିତୀୟ ଭାରତୀୟ-ଆମେରିକୀୟ ହୋଇପାରିଛନ୍ତି । ଚଳିତ ମାସ ଆରମ୍ଭରେ ଦକ୍ଷିଣ କାଲିଫର୍ନିଆର ଦୁଇଥର ରାଜ୍ୟପାଳ ହାଲି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ । ସେ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+