Get Updates
Get notified of breaking news, exclusive insights, and must-see stories!

ବଲୁଚିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ମୃତ, 11 ଜଣ ଆହତ

ବଲୁଚିସ୍ତାନର ରାଜଧାନୀ କ୍ୱେଟାର ସରିୟାବ ରୋଡ ନିକଟ ବଲୁଚିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ : ସୋମବାର ବିଳମ୍ବିତ ସନ୍ଧ୍ୟାରେ ପାକିସ୍ତାନର ବଲୁଚିସ୍ତାନରେ ଆଉ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି । ବଲୁଚିସ୍ତାନର ରାଜଧାନୀ କ୍ୱେଟାର ସରିୟାବ ରୋଡ ନିକଟ ବଲୁଚିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଏହି ସୂଚନା ଦିଆଯାଇଛି ।

blast

ପୋଲିସ ସୂତ୍ର ଅନୁଯାୟୀ, ସରିୟାବ ରୋଡରେ ପାର୍କିଂ ହୋଇଥିବା ପୋଲିସ ଗାଡି ନିକଟରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଖବର ପାଇବା ମାତ୍ରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ଏବଂ ଉଦ୍ଧାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସୁରକ୍ଷା ଅଧିକାରୀମାନେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+