ଆଜି ଅନୁଷ୍ଠିତ ହେବ 17 ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଅନୁଷ୍ଠିତ ହେବ ୧୭ତମ ଆସିଆନ୍‍-ଭାରତ ଶିଖର ସମ୍ମିଳନୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଅଧ୍ୟକ୍ଷତା କରିବେ | ତାଙ୍କ ସହିତ ଭିଏତ୍‍ନାମ୍‍ ପ୍ରଧାନମନ୍ତ୍ରୀ ଗୁଏନ୍‍ ଜୁଆନ୍‍ ଫୁକ୍‍ ଏଥିରେ ସହ-ଅଧ୍ୟକ୍ଷତା କରିବ | ୧୦ଟି ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ମଧ୍ୟ ଭର୍ଚୁଆଲ୍‍ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ |

ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ହେବ ୧୭ତମ ଆସିଆନ୍‍-ଭାରତ ଶିଖର ସମ୍ମିଳନୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଅଧ୍ୟକ୍ଷତା କରିବେ | ତାଙ୍କ ସହିତ ଭିଏତ୍‍ନାମ୍‍ ପ୍ରଧାନମନ୍ତ୍ରୀ ଗୁଏନ୍‍ ଜୁଆନ୍‍ ଫୁକ୍‍ ଏଥିରେ ସହ-ଅଧ୍ୟକ୍ଷତା କରିବ | ୧୦ଟି ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ମଧ୍ୟ ଭର୍ଚୁଆଲ୍‍ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ |

Narendra-Modi

ଆସିଆନ୍‍-ଭାରତ ସମ୍ବନ୍ଧ, ଯୋଗାଯୋଗ, ସାମୁଦ୍ରିକ ସହଯୋଗ, ବ୍ୟବସାୟ ଓ ବାଣିଜ୍ୟ, ଶିକ୍ଷା, ଦକ୍ଷତା ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ | ଆସିଆନ୍‍-ଭାରତ ସମ୍ବନ୍ଧକୁ ମଜବୁତ୍‍ କରିବା ଲାଗି ଆସିଆନ୍‍-ଇଣ୍ଡିଆନ୍‍ ପ୍ଲାନ୍‍ ଅଫ୍‍ ଆକ୍ସନ୍‍-୨୦୨୧-୨୦୨୫କୁ ଏହି ଅବସରରେ କାର୍ଯ୍ୟକାରୀ କରାଯିବ | କୋଭିଡ୍‍-୧୯ ମହାମାରୀ ଓ ତା'ର ପରବର୍ତ୍ତୀ ସ୍ଥିତିରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+