ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଖଲ୍ଲିକୋଟ ମହାବିଦ୍ୟାଳୟ ହେଲା ବିଶ୍ବବିଦ୍ୟାଳୟ । ଦକ୍ଷିଣ ଓଡିଶାର ଏହି ପୁରତାନ କଲେଜ ଏବେ ୟୁନିଭରସିଟିର ମାନ୍ୟତା ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ଘୋଷଣା କରିଛନ୍ତି।

ଭୁବନେଶ୍ବର: ଖଲ୍ଲିକୋଟ ମହାବିଦ୍ୟାଳୟ ହେଲା ବିଶ୍ବବିଦ୍ୟାଳୟ । ଦକ୍ଷିଣ ଓଡିଶାର ଏହି ପୁରତାନ କଲେଜ ଏବେ ୟୁନିଭରସିଟିର ମାନ୍ୟତା ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ଘୋଷଣା କରିଛନ୍ତି।

Khallikote autonomous college

ତେବେ ଖାଲିକୋଟ ସ୍ୱୟଂଶାସିତ କଲେଜ ହେଉଛି ଏକ ପୁରାତନ ତଥା ପ୍ରସିଦ୍ଧ କଲେଜ । ଏହାର ଅନେକ ଆଲମୁନି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଏହି କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦକ୍ଷିଣ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ କରିଛି । ଫଳରେ ଏହି ବିଶ୍ବବିଦ୍ୟାଳୟରେ ଏବେ ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ସିଟ ମିଳି ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+