Get Updates
Get notified of breaking news, exclusive insights, and must-see stories!

ଏଣିକି ସହଜରେ ମିଳିବ ଜାତି, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର

ଏଣିକି ସହଜରେ ମିଳିବ ଜାତି, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଚିଠି ଲେଖିଛନ୍ତି ।

ଭୁବନେଶ୍ୱର: ଏଣିକି ସହଜରେ ମିଳିବ ଜାତି, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଚିଠି ଲେଖିଛନ୍ତି । ଏଣିକି ୧୦ ଦିନରେ ମିଳିବ ଜାତି, ଆୟ, ସମ୍ପତ୍ତି ଓ ଆବାସିକ ପ୍ରମାଣପତ୍ର । ପୂର୍ବରୁ ଏହି ସେବା ୧୫ ଦିନ ମଧ୍ୟରେ ଯୋଗାଇବାକୁ ନିର୍ଦେଶ ଥିଲା ।

Lokaseba Bhaban

ସେହିପରି ୩୦ ଦିନ ବଦଳରେ ୧୫ ଦିନରେ ST, SC, SEBC, OBC ପ୍ରମାଣପତ୍ର ମିଳିବ । ଆବେଦନର ୩୦ ଦିନରେ ମିଳିବ ଉତ୍ତରାଧିକାରୀ ସାର୍ଟିଫିକେଟ । ବିଭିନ୍ନ କାମ ପାଇଁ ଥରେ ମାତ୍ର ଜାରି ହେବ ଉତ୍ତରାଧିକାରୀ ସାର୍ଟିଫିକେଟ । ଫଳରେ ବିଭିନ୍ନ କାମ ପାଇଁ ଆଉ ଏକାଧିକ ଥର ଆବେଦନ କରିବାକୁ ପଡ଼ିବନି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+