Get Updates
Get notified of breaking news, exclusive insights, and must-see stories!

ଓଏମ୍‌ସି ଠାରୁ ରାଜ୍ୟ ସରକାରଙ୍କ ପକେଟକୁ ଆସିଲା ହଜାରେ କୋଟି ଟଙ୍କା

ସରକାରଙ୍କୁ ହଜାରେ କୋଟିର ଲାଭାଂଶ ଦେଲା ଓଡ଼ିଶା ଖଣି ନିଗମ ବା ଓଏମ୍‌ସି । ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର: ସରକାରଙ୍କୁ ହଜାରେ କୋଟିର ଲାଭାଂଶ ଦେଲା ଓଡ଼ିଶା ଖଣି ନିଗମ ବା ଓଏମ୍‌ସି । ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଓଏମ୍‌ସି ୫ ହଜାର ୧୬୨କୋଟି ଟଙ୍କାର ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୪ ପ୍ରତିଶତ ଅଧିକ ।

Odisha Mining Corporation

ଆଗାମୀ ୨ରୁ ୩ବର୍ଷ ମଧ୍ୟରେ ରାଜସ୍ୱ ଆଦାୟ ୨ଗୁଣା କରିବାକୁ OMC ଲକ୍ଷ୍ୟ ରଖିଛି । ଓଏମ୍‌ସିର ୧୦ଟି ଖଣି କାର୍ଯ୍ୟକ୍ଷମ ରହିଛି । ସେଥି ମଧ୍ୟରୁ ୭ଟି ଲୌହ, ଦୁଇଟି କ୍ରୋମ୍‌, ଗୋଟିଏ ବକ୍ସସାଇଟ୍ ଓର ଖଣି ରହିଛି । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଝିଲିଙ୍ଗ୍‌- ଲଙ୍ଗ୍‌ଲୋଟା ଏବଂ ଗୁଆଲି ନାମକ ଦୁଇଗୋଟି ନୂତନ ଲୈାହ ଖଣିରୁ ଉତ୍ପାଦନ ଆରମ୍ଭ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+