୨୦୨୩ ବର୍ଷ ପାଇଁ ସରକାରୀ ଛୁଟି ତାଲିକା: ଜାଣନ୍ତୁ, କେବେ କେବେ ବନ୍ଦ ରହିବ ସରକାରୀ ଅଫିସ ?
ବର୍ଷ ୨୦୨୩ ପାଇଁ ଘୋଷଣା ହୋଇଥି ସରକାରୀ ଠୁଟି ତାଲିକା । ସରାକାରୀ କାର୍ଯ୍ୟାଳୟ, ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ମୋଟ 27 ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି ।
ଭୁବନେଶ୍ୱର: ବର୍ଷ ୨୦୨୩ ପାଇଁ ଘୋଷଣା ହୋଇଥି ସରକାରୀ ଠୁଟି ତାଲିକା । ସରାକାରୀ କାର୍ଯ୍ୟାଳୟ, ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ମୋଟ 27 ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କର ସମସ୍ତ ସରକାରୀ ଅଫିସ, ରାଜସ୍ୱ ଓ ବିଚାର ବିଭାଗୀୟ ଅଫିସଗୁଡ଼ିକ ବିଭିନ୍ନ ପର୍ବପର୍ବାଣୀ/ ସ୍ମରଣୀୟ ଉତ୍ସବ ମାନଙ୍କରେ କେତେଦିନ ପାଇଁ ବନ୍ଦ ରହିବ, ତା'ର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏ ବାବଦରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଛୁଟିଦିନ ବ୍ୟତୀତ ସରକାରୀ କର୍ମଚାରୀମାନେ ସେମାନଙ୍କର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ଅତିରିକ୍ତ ଛୁଟି ନେଇ ପାରିବେ ।












Click it and Unblock the Notifications