ଜୁନ୍ ଯାଏଁ ମିଳିବ 5 କେଜି ଅଧିକା ମାଗଣା ଚାଉଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ସୁବିଧା ଏବଂ ବିଏମସି ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି

ଭୁବନେଶ୍ୱର : କୋଭିଡ୍ ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ପାଇଁ ଅତିରିକ୍ତ ସୁବିଧା ଏବଂ ବିଏମସି ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀମାନେ ମେ ଏବଂ ଜୁନ୍ ମାସରେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ । ପ୍ରାୟ 12 ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ । ଆହୁରି ମଧ୍ୟ ରାଜ୍ୟ ସରକାର ସମସ୍ତ ଆର୍ଥିକ ବୋଝ ବହନ କରିବେ । ଏହା ବ୍ୟତୀତ ରାଜଧାନୀରେ କୋଭିଡ୍ ପରିଚାଳନା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ସିଏମଆରଏଫ) ରୁ 10 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+