ବରଗଡ଼ରେ ନିର୍ମାଣ ହେବ ପୂର୍ଣ୍ଣାଙ୍ଗ କ୍ୟାନସର୍‌ ହସ୍ପିଟାଲ

ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗ ୯୦.୨୭ କୋଟି ଟଙ୍କା ଘୋଷଣା କରିଛି।

ବରଗଡ଼: ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗ ୯୦.୨୭ କୋଟି ଟଙ୍କା ଘୋଷଣା କରିଛି। ଏହି ଟଙ୍କାରେ କେବଳ ହସ୍ପିଟାଲ ପାଇଁ ସ୍ବତନ୍ତ୍ର ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ଯନ୍ତ୍ରପାତି ଏବଂ ଅନ୍ୟ ସରଞ୍ଜାମ ବାବଦକୁ ଆଗାମୀ ଦିନରେ ୩୦ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଂଜୁର ହେବ ବୋଲି ଜଣାପଡ଼ିଛି।

Cancer Care Center

କୋଠାର ତଳ ମହଲାରେ ରେଡିଏସନ୍‌ ଥେରାପି ୟୁନିଟ୍‌, ବଙ୍କର୍‌, ମେଡିକାଲ୍‌ ଅଙ୍କେ‌ାଲୋଜି ଓପିଡ଼ି, ସର୍ଜିକା‌ଲ ଅଙ୍କୋଲୋଜି ଓପିଡି ଓ ୨୦ଶଯ୍ୟା ବିଶିଷ୍ଟ ଡେ' କେୟାର, ପ୍ରଥମ ମହଲାରେ ପିଇଟିସିଟି, ଦ୍ବିତୀୟ ମହଲାରେ ଗ୍ରାମା ହଟ୍‌ ଚେମ୍ବର, ତୃତୀୟ ମହଲାରେ ଆଇପିଡି ମେଡିକାଲ୍‌ ଅଙ୍କୋଲୋଜି, ଚତୁର୍ଥରେ ସର୍ଜିକା‌ଲ ଅଙ୍କୋଲୋଜି, ପଞ୍ଚମ ମହଲାରେ ୨ଟି ଅସ୍ତ୍ରୋପଚାର କକ୍ଷ, ଏବଂ ଆଇସିୟୁ ବ୍ୟବସ୍ଥା ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+