ଏଣିକି ନେତା ଓ ସରାକରୀ ବାବୁ ଦେବେ ସମ୍ପତି ତାଲିକା

ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମସ୍ତେ ପ୍ରଦାନ କରିବେ ଏହି ତାଲିକା । ତେବେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନେତା ମନ୍ତ୍ରୀ ଓ ସରକାରୀ ଅଫିସରଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ନିର୍ବାଚିତ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ ।

ଏଣିକି ନେତା ଓ ସରାକରୀ ବାବୁ ଦେବେ ସମ୍ପତି ତାଲିକା

ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମସ୍ତେ ପ୍ରଦାନ କରିବେ ଏହି ତାଲିକା । ଏହା ଲୋକଙ୍କ ସୂଚନା ପାଇଁ ପବ୍ଲିକ ଡୋମେନରେ ରଖାଯିବ । ତେବେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ରାଜ୍ୟ ସରକାର ସ୍ବଚ୍ଛ ଓ ଦୁର୍ନିତୀ ମୁକ୍ତ ଶାସନ ଯୋଗାଇ ଦେବା ପାଇଁ ପ୍ରତିଶୃତି ବଦ୍ଧ । ଦୁର୍ନିତୀ ବିରୋଧରେ ଏହି ଲଢେଇ ସାରା ଦେଶରେ ରାଜ୍ୟପ୍ରତି ସୁନାମ ଆଣିବା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+