ଯୋଡ଼ାରେ ହେବ 4 କି.ମିର ଫ୍ଲାଏଓଭର : ଭିଡିଓ କନଫରେସିଂରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଫ୍ଲାଏଓଭର ନିର୍ମାଣ କରାଯିବ ।
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଫ୍ଲାଏଓଭର ନିର୍ମାଣ କରାଯିବ । ଏଥିପାଇଁ 206 କୋଟି ଟଙ୍କା ବେୟ ଅଟକଳ ରଖାଯାଇଥିବା ବେଳେ ଏହା 4 କିଲୋମିଟର 875 ମିଟର ଦୈର୍ଘ୍ୟ ରହିବ । ଏହି ପ୍ଲାଏଓଭରକୁ ଭିଡିଓ କନଫରେସିଂ ଜରିଆରେ ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଡା ସହରର ଡିଏଭି ସ୍କୁଲ ନିକଟ ଜାତୀୟ ରାଜପଥ ଜଙ୍କସନରୁ ଯୋଡା-ବାମେବାରୀ ରାସ୍ତାରେ କମାରଯୋଡା ମେଡିକାଲ୍ ପର୍ଯ୍ୟନ୍ତ ଏହି ଫ୍ଲାଏଓଭର ନିର୍ମିତ ହେବ ।













Click it and Unblock the Notifications