ମାଗଣାରେ ଅନଲାଇନରେ ପଢିବେ ପିଲା : ଟିସିଏସ୍ ସହ ଚୁକ୍ତି, ନବମ ଓ ଦଶମ ପିଲାଙ୍କୁ ମାଗଣା ଶିକ୍ଷା
ଅନଲାଇନରେ ସ୍କୁଲ ଛାତ୍ରଛାତ୍ର ଏଣିକି ମାଗଣାରେ ପାଠ ପଢିବେ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଟିସିଏସ ସହ ଚୁକ୍ତି ସ୍ୱାକ୍ଷର କରିଛି ।
ଭୁବନେଶ୍ୱର : ଅନଲାଇନରେ ସ୍କୁଲ ଛାତ୍ରଛାତ୍ର ଏଣିକି ମାଗଣାରେ ପାଠ ପଢିବେ । ରାଜ୍ଯ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଟିସିଏସ ସହ ଚୁକ୍ତି ସ୍ୱାକ୍ଷର କରିଛି । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଟିସିଏସ ଅନଲାଇନରେ ଶିକ୍ଷା ଦେବ । ଏହା କେବଳ 214ଟି ଆଦର୍ଶ ବିଦ୍ୟାଳୟ ଓ 101 ଉତ୍କର୍ଷ ବିଦ୍ୟାଳୟରେ ଲାଗୁ କରାଯିବ । ଏସମ୍ପର୍କରେ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ ।













Click it and Unblock the Notifications