Get Updates
Get notified of breaking news, exclusive insights, and must-see stories!

OMCର ୨ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମିଳିଲା ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି

OMCର ୨ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । OMCରେ ଯୋଗଦେଲେ ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ । ସ୍ବଚ୍ଛତା ଓ ଦକ୍ଷତାର ସହ କାମ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: OMCର ୨ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । OMCରେ ଯୋଗଦେଲେ ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ । ସ୍ବଚ୍ଛତା ଓ ଦକ୍ଷତାର ସହ କାମ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଆର୍ଥିକ ପ୍ରଗତିରେ OMCର ଅବଦାନକୁ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା ।

Naveen Patnaik

ଏଥିସହ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ଓଡ଼ିଶା ଖଣି ନିଗମର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତିରିକ୍ତ ଭାବେ ୨ଟି ଆଇଟି ମଡ୍ୟୁଲ୍ କାର୍ଯ୍ୟକ୍ଷମ କରାଯାଇଛି । ଓଏମସି ଦେଶର ବୃହତ୍ତ ଏବଂ ଦ୍ରୁତଗତିରେ ବଢ଼ୁଥିବା ଖଣି ପିଏସୟୁ ହୋଇଥିବା ବେଳେ ଏହା ବାଣିଜ୍ୟିକ କରାବାରକୁ ଆହରୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ଗନ୍ଧମାର୍ଦ୍ଦନ ଲୁହା ପଥର ଖଣି ଟ୍ରାଫିକ୍ ଓ ସ୍ୱୟଂଚାଳିତ ପଥର ପଠାଇବା ପ୍ରକ୍ରିୟା ବୈଷୟିକ ସହାୟତାରେ ସମୟରେ ହଇପାରିବ । ଏହାଦ୍ୱାରା ବିକ୍ରି, ସୁରକ୍ଷା ମାନଙ୍କ ଓ ସ୍ୱଚ୍ଛତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟ ଗୋଟିଏ ଆଇଟି ମଡ୍ୟୁଲ୍ ଭିମ୍ସ (VIMS) ଓଏମସିର ଭେଣ୍ଡରଙ୍କୁ ଡିଜିଟାଲ୍ ଇନଭଏସ୍ ପ୍ରୋସେସିଂ ସହ ସମୟରେ ଦେୟ ପ୍ରଦାନରେ ସ୍ୱଚ୍ଛତା ଆଣିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+