For Quick Alerts
Turn On Notification  
For Daily Alerts
Oneindia App Download

Jhoom India : ଡିସେମ୍ବର 13ରେ "ଝୁମ୍ ଇଣ୍ଡିଆ" କାର୍ଯ୍ୟକ୍ରମ

ଦିବ୍ୟାଙ୍କ ତଥା ଦଳିତଙ୍କ ଦକ୍ଷତା ପ୍ରତିପାଦନ ପାଇଁ ଝୁମ୍ ଇଣ୍ଡିଆ କ୍ରାର୍ଯ୍ୟକ୍ରମ ଦେବ ଏକ ନୂଆ ପ୍ଲାଟଫର୍ମ । ଡିସେମ୍ବର 13ରେ ଅନୁଷ୍ଠିତ ହେବାକୁ ଥିବା ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ସଢଙ୍ଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

|

ଭୁବନେଶ୍ୱର : 13 ଡିସେମ୍ବର ରବିବାର ଅପରାହ୍ନ 4 ଘଟିକାରେ "ଝୁମ୍ ଇଣ୍ଡିଆ" ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ୟୁଟ୍ୟୁବ, ଫେସବୁକ୍, ଡେଲିହଣ୍ଟ, ଫନଫ୍ଲିକ୍ସ ଏବଂ ବାଟୋଇର ସହଭାଗୀତାରେ ଏହା ଭର୍ଚୁଆଲ ମୋଡ୍ ରେ ହେବ |

Jhoom-India

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ ସଢ଼ଙ୍ଗୀ ଯୋଗଦେବେ | ଏଥି ସହିତ "ଝୁମ୍ ଇଣ୍ଡିଆ" କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଏବଂ ଜାତୀୟ ପତ୍ରିକା "ସମର୍ଥ" ଓ ମୋବାଇଲ୍ ଆପ୍ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି |

ଏହି ପୁରସ୍କାର ସମାରୋହ କାର୍ଯ୍ୟକ୍ରମରେ ପଞ୍ଜିକୃତ କରିବା ପାଇଁ 8480342270 ଓ୍ୱାଟସ୍ଆପ୍ ନମ୍ବରରେ ଆପଣଙ୍କର ଇମେଲ୍ ଆଇଡି ପଠାନ୍ତୁ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Jhoom India Programme to be held on 13th December to give an platform to underprivileged and marginalized to show their talents.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X