କରୋନା କବଳରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍

କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଆଜି ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି ।

ମୁମ୍ବାଇ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଆଜି ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି ।

kangana-ranaut

କୋଭିଡେ ରିପୋର୍ଟ ଆସିବା ପରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, 'କିଛି ଦିନ ହେଲା ଦୁର୍ବଳ ଲାଗୁଥିଲା । ଥକା ବି ଲାଗୁଥିଲା । ତା'ସହିତ ଆଖି ପୋଡ଼ିଲା ଭଳି ଅନୁଭବ ହେଉଥିଲା । ହିମାଚଳ ପ୍ରଦେଶ ଯିବା ପାଇଁ କରୋନା ଟେଷ୍ଟ କରାଇଥିଲି । ଆଉ ଆଜି ରିପୋର୍ଟ ପଜିଟିଭ‌୍‍ ଆସିଛି ।'

କଙ୍ଗନା ଆହୁରି ଲେଖିଛନ୍ତି ଯେ, ସେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ ଜାଣି ନଥିଲେ ଯେ କରୋନା ଭାଇରସ ତାଙ୍କ ଶରୀରେ ରହିଥିଲା । ବର୍ତ୍ତମାନ ସେ ଜାଣିଯାଇଛନ୍ତି । ଏଣୁ ସେ ଭୂତାଣୁକୁ ଧ୍ୱଂସ କରିଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+