ଗୁରୁ ଦିବସ: ହୃଦୟକୁ ଛୁଇଁବା ଭଳି ଏହି ଭିଡିଓଟି ଦେଖନ୍ତୁ
ଭୁବନେଶ୍ବର: ଗୁରୁ ଆମକୁ ହାତ ଧରି ଶିଖାଇଥିଲେ । ଆମେ ଭୁଲ୍ କଲେ ଆମକୁ ତାଗିଦ୍ କରୁଥିଲେ । ପିଲାଦିନେ ଗୁରୁଙ୍କ ମାଡ଼ଗାଳି ତଥା ସ୍ନେହ ପାଇ ପାଠ ପଢ଼ିଥିବା ଯୋଗୁ ଆଜି ଆମେ ସମାଜରେ ଛିଡ଼ା ହୋଇ ପାରିଛେ ମୁଣ୍ଡ ଟେକି ଗର୍ବରେ । ଗୁୁରୁ ଆମକୁ ନିସ୍ୱାର୍ଥପର ଭାବରେ ବାଟ ଦେଖାଇଥିଲେ । ଆମ ଗୁରୁ ଅତ୍ୟନ୍ତ ପବିତ୍ର । ସାକ୍ଷାତ ବ୍ରହ୍ମ ସ୍ୱରୂପ ଦେବତା ତୁଲ୍ୟ । ଆସନ୍ତୁ ଏହି ଗୁରୁ ଦିବସରେ ସ୍ମରଣ କରିବା ଆମର ସମସ୍ତ ଶିକ୍ଷକମାନଙ୍କୁ ।
ଗୁରୁ ଦିବସ: ହୃଦୟକୁ ଛୁଇଁବା ଭଳି ଏହି ଭିଡିଓଟି ଦେଖନ୍ତୁ:
ଆସନ୍ତୁ ଧନ୍ୟବାଦ ଜଣାଇବା ଆମ ଶିକ୍ଷକମାନଙ୍କୁ:

ଆମକୁ ଶିକ୍ଷା ଦେଇଥିବା ଗୁରୁମାନଙ୍କୁ ଧନ୍ୟବାଦ ଦେବା ପାଇଁ ଯଦି ଗୁରୁଙ୍କ ପାଖକୁ ଯାଇ ପ୍ରଣାମ କରି ପାରିବା ନାହିଁ । ତା'ହେଲେ ଛୋଟିଆ କାମଟିଏ କରିବା । ଗୁରୁଙ୍କୁ ଫୋନ୍ କରିବା ଏବଂ ଧନ୍ୟବାଦ ଦେବା ତାଙ୍କ ନିÂାପର ତଥା ନିଃସ୍ୱାର୍ଥପର ଶିକ୍ଷାଦାନ ପାଇଁ । ଆମ ଜୀବନକୁ ସଠିକ୍ ରାସ୍ତା ଦେଖାଇଥିବା ଗୁରୁଙ୍କ ପାଇଁ: ଫୋନ୍ ଉଠାନ୍ତୁ, ଧନ୍ୟବାଦ ଜଣାନ୍ତୁ । କୃତଜ୍ଞତା ଜଣାଇବା ପାଇଁ ଏହା ଏକ ସୁନ୍ଦର ଉପାୟ ଅଟେ ।
ସ୍ୱଳ୍ପ ଖର୍ଚ୍ଚରେ ପାଠ ପଢ଼ିବାର ବଡ଼ ମାଧ୍ୟମ: ଡେଲି ଲର୍ଣ୍ଣ

ଭାରତର ବିଦ୍ୟାର୍ଥୀମାନଙ୍କୁ ଗଣିତ, ବିଜ୍ଞାନ, ଇଂରାଜୀ ଏବଂ ବାଣିଜ୍ୟ ଭଳି ପାଠ୍ୟକ୍ରମରେ ଲାଇଭ୍ କ୍ଲାସ୍ ଜରିଆରେ ଉତମ ଶିକ୍ଷାଦାନ ଦେବାର ଏକ ବଢ଼ିଆ ମାଧ୍ୟମ ହେଉଛି: ଡେଲି ଲର୍ଣ୍ଣ (https://www.dailylearn.in/) ବର୍ତମାନ ଏହି ପ୍ଲାଟ୍ଫର୍ମ ମାଧ୍ୟମରେ ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ଜେଇ ତଥା ନିଟ୍ ପ୍ରଶିକ୍ଷାର୍ଥୀଙ୍କୁ ଉଚ୍ଚ କୋଟୀର ଲାଇଭ୍ ପାଠପଢ଼ା, ପ୍ରି-ରେକର୍ଡ ଭିଡିଓ, କନ୍ସାଇଜ୍ ଷ୍ଟଡି ମାଟେରିଆଲ୍, ଟେଷ୍ଟ ଏବଂ ସାପ୍ତାହିକ ଡାଉଟ୍ କ୍ଲିଅର୍ କ୍ଲାସ୍ କରାଯାଉଛି ।

ସମସ୍ତ ପାଠ୍ୟକ୍ରମ ପାଇଁ ମାସିକ ମାତ୍ର ୯୯୯/- ଟଙ୍କା ଦେୟ ଦେବାକୁ ପଡୁଥିବା 'ଡେଲି ଲର୍ଣ୍ଣ' କାର୍ଯ୍ୟକ୍ରମ ଦେଶର ଛୋଟ ଛୋଟ ସହରରେ ଚାଲିଥିବା ଟୁ୍ୟସନ୍ ବଦଳରେ ଏକ ନିର୍ଭରଯୋଗ୍ୟ, ସ୍ୱଳ୍ପ ମୂଲ୍ୟ ତଥା ଗୁଣମାନ ଶିକ୍ଷା ପାଇଁ ବଳିÂ ବିକଳ୍ପ ଅଟେ । ବିଶେଷତଃ ଏହି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପ୍ରାପ୍ତ ପାଇଁ ଏକ ଭଲ ମାଧ୍ୟମ ହୋଇ ପାରିବ ଡେଲି ଲର୍ଣ୍ଣିଂ ।












Click it and Unblock the Notifications