ବୁର୍ଲା SUIITର ୭ ବିଦ୍ୟାର୍ଥୀ କରୋନା ପଜିଟିଭ, ବାତିଲ ହେଲା କ୍ଲାସ୍
ସମ୍ବଲପୁର ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ୍ ଟେକ୍ନୋଲଜିରେ ୭ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ୭ଜଣଙ୍କ ମଧ୍ୟରେ ୫ଛାତ୍ର ଓ ୨ ଛାତ୍ରୀ ରହିଛନ୍ତି ।
ସମ୍ବଲପୁର: ବୁର୍ଲାରେ ପୁଣି ବ୍ୟାପିଲା କରୋନା । ସମ୍ବଲପୁର ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ୍ ଟେକ୍ନୋଲଜିରେ ୭ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ୭ଜଣଙ୍କ ମଧ୍ୟରେ ୫ଛାତ୍ର ଓ ୨ ଛାତ୍ରୀ ରହିଛନ୍ତି ।

ବିଶ୍ୱବିଦ୍ୟାଳୟର ଆଇସୋଲେସନ୍ ସେଣ୍ଟରରେ ଚାଲିଛି ଚିକିତ୍ସା । ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କ୍ଲାସ୍ ବାତିଲ୍ କରାଯାଇଛି । SUIIT ନିର୍ଦ୍ଦେଶକ ପ୍ରଫେସର ନିହାରରଞ୍ଜନ ଶତପଥୀ ଏହି ସୂଚନା ଦେଇଛନ୍ତି ।












Click it and Unblock the Notifications