ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା; ଅଗଷ୍ଟ ୫ରେ PG ମେରିଟ୍ ଲିଷ୍ଟ
ଅଗଷ୍ଟ ୫ରେ PG ମେରିଟ୍ ଲିଷ୍ଟ । ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା । ଅଗଷ୍ଟ ୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ ।
ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ । ଅଗଷ୍ଟ ୨୦ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ । ଅଗଷ୍ଟ ୩୧ରେ ଆସିବ ଦ୍ବିତୀୟ ରାଉଣ୍ଡ ସିଟ୍ ଆଲଟମେଣ୍ଟ ଲିଷ୍ଟ ।













Click it and Unblock the Notifications